ETV Bharat / bharat

ୟୁଏଇରେ ହିନ୍ଦୀ ଭାଷାକୁ ସ୍ବୀକୃତି

ୟୁଏଇରେ ଆରବିକ୍, ଇଂରାଜୀ ପରେ ହିନ୍ଦୀ ତୃତୀୟ ନ୍ୟାୟିକ ଭାଷାର ମାନ୍ୟତା ପାଇଛି। ଆବୁଧାବି ନ୍ୟାୟିକ ବିଭାଗ ଏହି ସ୍ବୀକୃତି ପ୍ରଦାନ କରିଛନ୍ତି।

author img

By

Published : Feb 12, 2019, 1:14 PM IST

ଡିଜାଇନ ଫଟୋ

ଆବୁଧାବି(ୟୁଏଇ): ଆବୁଧାବିରେ ହିନ୍ଦୀ ଭାଷାକୁ ତୃତୀୟ ଭାଷାର ମାନ୍ୟତା ମିଳିଛି। ଆରବିକ୍, ଇଂରାଜୀ ପରେ ହିନ୍ଦୀ ତୃତୀୟ ଭାଷାର ମାନ୍ୟତା ପାଇଛି। ଆବୁଧାବି ନ୍ୟାୟିକ ବିଭାଗ ଏହି ସ୍ବୀକୃତି ଦେଇଛି। ୟୁଏଇ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପ୍ରଶଂସା କରିଛନ୍ତି । ଏହାଦ୍ବାରା ଅନେକ ଲୋକଙ୍କୁ ନ୍ୟାୟ ପାଇବାରେ ଆହୁରି ସୁବିଧା ହେବ ବୋଲି ଟ୍ୱିଟ କରି ଜଣାଇଛନ୍ତି ସେ।

  • We thank Abu Dhabi for declaring Hindi as one of the official languages in their judicial system. This will make justice delivery system simpler and more accessible to our people.

    — Sushma Swaraj (@SushmaSwaraj) February 11, 2019 " class="align-text-top noRightClick twitterSection" data=" ">
undefined

ୟୁଏଇରେ ପାଖାପାଖି 3 ମିଲିୟନ ଭାରତୀୟ ରହୁଛନ୍ତି। ମୁଖ୍ୟତଃ ଶ୍ରମିକ ଶ୍ରେଣୀର ଲୋକ ସେଠାରେ ଅବସ୍ଥାନ କରୁଛନ୍ତି। ନ୍ୟାୟିକ ବିଭାଗର ଏହି ନିଷ୍ପତ୍ତି ଦ୍ବାରା ଅନେକ ଭାରତୀୟ ଉପକୃତ ହେବେ ବୋଲି ଆବୁଧାବିର ଗଣମାଧ୍ୟମ ପ୍ରକାଶ କରିଛି।

ସୂଚନା ରହିଛି କି ୟୁଏଇରେ ଅନେକ ସମୟରେ ଭାରତୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ହିନ୍ଦୀ ଭାଷାକୁ ସ୍ବୀକୃତି ମିଳିବା ଦ୍ବାରା ପ୍ରବାସୀ ଭାରତୀୟ ଅଭିଯୋଗ ଦାଖଲ କରିବାରେ କୌଣସି ଅସୁବିଧା ହେବ ନାହିଁ।

Intro:Body:

ୟୁଏଇରେ ହିନ୍ଦୀ ଭାଷାକୁ ସ୍ବୀକୃତି

ଆବୁଧାବି(ୟୁଏଇ):  ଆବୁଧାବିରେ ହିନ୍ଦୀ ଭାଷାକୁ ତୃତୀୟ ଭାଷାର ମାନ୍ୟତା ମିଳିଛି । ଆରବିକ୍, ଇଂରାଜୀ ପରେ ହିନ୍ଦୀ ତୃତୀୟ ଭାଷାର ମାନ୍ୟତା ପାଇଛି । ଆବୁଧାବି ନ୍ୟାୟିକ ବିଭାଗ ଏହି ସ୍ବୀକୃତି ଦେଇଛି । ୟୁଏଇ କୋର୍ଟର ଏହି ନିଷ୍ପତ୍ତିକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପ୍ରଶଂସା କରିଛନ୍ତି । ଏହାଦ୍ବାରା ଅନେକ ଲୋକଙ୍କୁ ନ୍ୟାୟ ପାଇବାରେ ଆହୁରି ସୁବିଧା ହେବ ବୋଲି ଟୁଇଟ କରି କହିଛନ୍ତି ସୁଷମା ସ୍ବରାଜ ।

ୟୁଏଇରେ ପାଖାପାଖି 3 ମିଲିୟନ ଭାରତୀୟ ରହୁଛନ୍ତି । ମୁଖ୍ୟତଃ ଶ୍ରମିକ ଶ୍ରେଣୀର ଲୋକମାନେ ରହିଛନ୍ତି । ନ୍ୟାୟିକ ବିଭାଗର ଏହି ନିଷ୍ପତ୍ତି ଦ୍ବାରା ଅନେକ ଭାରତୀୟ ଉପକୃତ ହେବେ ବୋଲି ଆବୁଧାବିର ଗଣମାଧ୍ୟମ ପ୍ରକାଶ କରିଛି ।

ସୂଚନା ରହିଛି କି ୟୁଏଇରେ ଅନେକ ସମୟରେ ଭାରତୀୟମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ହିନ୍ଦୀ ଭାଷାକୁ ସ୍ବୀକୃତି ମିଳିବା ଦ୍ବାରା ପ୍ରବାସୀ ଭାରତୀୟ ମାନେ ଅଭିଯୋଗ ଦାଖଲ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସୂଚନା ରହିଛି । ଖାଲି ଏତିକି ନୁହଁ ଏହାଦ୍ବାରା ଆବୁଧାବିକୁ ଭାରତରୁ ପୁଞ୍ଜି ଆସିପାରିବ ବୋଲି ଆକଳନ ହୋଇଛି ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.