ETV Bharat / bharat

ଆଜି ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

author img

By

Published : Oct 24, 2020, 10:13 AM IST

ବାଂଲାଦେଶ ଏବଂ ପଡ଼ୋଶୀ ଦେଶରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପୂର୍ବ ଦିଗକୁ ମୁହାଁଇଛି । ଯାହାର ପ୍ରଭାବରେ ଆସାମ, ମେଘାଳୟ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଆଦି ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଆଜି ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଆଜି ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବାଂଲାଦେଶ ଏବଂ ପଡ଼ୋଶୀ ଦେଶରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପୂର୍ବ ଦିଗକୁ ମୁହାଁଇଛି । ଯାହାର ପ୍ରଭାବରେ ଆସାମ, ମେଘାଳୟ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଆଦି ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଶନିବାର ପୂର୍ବାନୁମାନ କରିଛି ।

ସରକାରୀ ବିବୃତ୍ତି ଅନୁଯାୟୀ, ଦକ୍ଷିଣ-ପୂର୍ବ ବାଂଲାଦେଶ ତଥା ତଥା ମିଆଁମାର ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା 12 ଘଣ୍ଟା ମଧ୍ୟରେ ପ୍ରତି ଘଣ୍ଟାରେ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ।

ଆଇଏମଡି ଏହା ମଧ୍ୟ କହିଛି ଯେ, ଆସନ୍ତା 12 ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବାଂଲାଦେଶ ତଥା ମିଆଁମାର ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହେବ । ଏଣୁ ଲୋକଙ୍କୁ ଚିନ୍ତା ଚିନ୍ତା ନକରି ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.