ETV Bharat / bharat

ନଏଡାରେ ପ୍ରଥମ କୋରୋନା ମୃତ୍ୟୁ

ନଏଡାରେ କୋରୋନା ନେଲା ପ୍ରଥମ ମୁଣ୍ଡ । ଶୁକ୍ରବାର ଉତ୍ତରପ୍ରଦେଶ ନଏଡାରେ ଜଣେ 60 ବର୍ଷ ବୃଦ୍ଧଙ୍କ କୋରୋନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ...

author img

By

Published : May 8, 2020, 5:53 PM IST

_corona
ନଏଡାରେ ପ୍ରଥମ କୋରୋନା ମୃତ୍ୟୁ

ଲକ୍ଷ୍ନୌ: ନଏଡାରେ କୋରୋନା ନେଲା ପ୍ରଥମ ମୁଣ୍ଡ । ଶୁକ୍ରବାର ଉତ୍ତରପ୍ରଦେଶ ନଏଡାରେ ଜଣେ 60 ବର୍ଷ ବୃଦ୍ଧଙ୍କ କୋରୋନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ ନଏଡା ସେକ୍ଟର 22ରେ ରହୁଥିଲେ । କେବେ ଏହା ପୂର୍ବରୁ ବୃଦ୍ଧ ଜଣଙ୍କ ଏକ ଘରୋଇ ମେଡିକାଲରେ ଚିକିତ୍ସା କରୁଥିଲେ । କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଗ୍ରେଟର ନଏଡା ସ୍ଥିତ ରାଜକୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସିତ ହେଉଥିଲ । ତେବେ ଗତ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 56 ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରେ 37916 କେସ ଆକ୍ଟିଭ ରହିଛି । 16539 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 1886 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.