ETV Bharat / bharat

ବିଷ ବଳୟ ଭିତରେ ଗ୍ରେଟର ନୋଏଡା

ଅତ୍ୟଧିକ ଖରାପ ସ୍ତରରେ ନୋଏଡାର ବାୟୂ ପ୍ରଦୂଷଣ ପହଞ୍ଚିଥିବାବେଳେ ଗୁରୁବାର ଏୟାର କ୍ବାଲିଟି ଇଣ୍ଡେକ୍ସ 416 ପାର କରିଛି  ।

air pollution
ଫାଇଲ ଫଟୋ
author img

By

Published : Dec 12, 2019, 11:59 AM IST

ନୂଆଦିଲ୍ଲୀ: ବିଷ ବଳୟ ଭିତରେ ଗ୍ରେଟର ନୋଏଡା । ଅତ୍ୟଧିକ ଖରାପ ସ୍ତରରେ ନୋଏଡାର ବାୟୂ ପ୍ରଦୂଷଣ ପହଞ୍ଚିଥିବାବେଳେ ଗୁରୁବାର ଏୟାର କ୍ବାଲିଟି ଇଣ୍ଡେକ୍ସ 416 ପାର କରିଛି । ଯାହାଫଳରେ ନଲେଜ ପାର୍କ-3 ଅନୁଯାୟୀ ଗ୍ରେଟର ନଏଡା ବାୟୁ ପ୍ରଦୂଷଣ ସ୍ତର ଗମ୍ଭୀର ରହିଛି ।

ତେବେ ଗତ ବୁଧବାର ଉତ୍ତରପ୍ରଦେଶ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ନୋଏଡା ଅଧିକାରୀ ଅନିଲ କୁମାର ସିଂହ କହିଛନ୍ତି ଯେ, ମେଟ୍ରୋଲୋଜିକାଲ ସ୍ଥିତି ଅନୁକୂଳ ନହେବାରୁ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବୃଦ୍ଧି ଘଟିଛି । ଏଥିସହ ସେ କହିଛନ୍ତି ବିଭାଗ ପକ୍ଷରୁ ଯେଉଁଠାରେ ଅତ୍ୟଧିକ ପ୍ରଦୂଷଣ ହେବାର ସମ୍ଭାବନା ରହିଛି ସେହିଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.