ETV Bharat / bharat

କୋରୋନା ମୁକାବିଲା, ସାନିଟାଇଜ ହେଉଛି ତାମିଲନାଡୁ

author img

By

Published : Apr 3, 2020, 4:01 PM IST

ଯୁଦ୍ଧକାଳିନୀ ଭିତରେ ଚାଲିଛି କୋରୋନା ମୁକିବାଲି । ସବୁଠି ଦେଖାଦେଇଛି ତତ୍ପରତା । ତାମିଲନାଡୁର କର୍ପୋରେସନ ବିଲ୍ଡିଂ ଗୁଡିକୁ ସାନିଟାଇଜ କରାଯାଉଛି ।

କୋରୋନା ମୁକାବିଲା, ସାନିଟାଇଜ ହେଉଛି ତାମିଲନାଡୁ
କୋରୋନା ମୁକାବିଲା, ସାନିଟାଇଜ ହେଉଛି ତାମିଲନାଡୁ

ଚେନ୍ନାଇ: କୋରୋନା ମୁକାବିଲା କରୁଛି ଦେଶ । ସ୍ବଚ୍ଛତା ଓ ପରିଚ୍ଛନତା ପ୍ରତି ଅଧିକ ଦୃଷ୍ଟି ଦିଆଯାଉଥିବାବେଳେ ତାମିଲନାଡୁରେ କର୍ପୋରେସନ ବିଲ୍ଡିଂ ଗୁଡିକୁ ସାନିଟାଇଜ କରାଯାଉଥିବା ଦେଖିବାକୁ ମିଳିଛି ।

ରାଜ୍ୟର ଏକ ଅଗ୍ନିଶମ ବାହିନୀ ଟିମ କର୍ପୋରେସନ ବିଲ୍ଡିଂ ଗୁଡିକୁ ସାନିଟାଇଜ କରୁଛନ୍ତି । ତେବେ ଏବେ ସୁଦ୍ଧା ତାମିଲନାଡୁରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 309ରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା ଭିତରେ ମହାରାଷ୍ଟ୍ର ପରେ ଦ୍ବିତୀୟରେ ରହିଛି ତାମିଲନାଡୁ ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ତାମିଲନାଡୁ ସରକାର ତତ୍ପର ହୋଇ ଉଠିଛନ୍ତି । ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.