ETV Bharat / bharat

ବିହାରରେ ପିଣ୍ଡଦାନ ସମୟରେ ଅସୁସ୍ଥ ହୋଇଗଲେ ତେଲେଙ୍ଗାନା ରାଜ୍ୟପାଳ - ପାଟନା

ଦୁଇ ଦିନିଆ ବିହାର ଗସ୍ତରେ ଯାଇଥିବା ତେଲେଙ୍ଗାନା ରାଜ୍ୟପାଳ ବିହାର ସ୍ଥିତ ଗୟାରେ ପିଣ୍ଡଦାନ ସମୟରେ ହୋଇପଡିଥିଲେ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 20, 2019, 5:38 AM IST

ପାଟନା: ତେଲେଙ୍ଗାନା ରାଜ୍ୟପାଳ ଇଏସଏଲ ନରସିଂହମ ବିହାର ଗସ୍ତାରେ ଯାଇଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ଶରୀରରେ ଆଘାତ ଲାଗିଥିବାବେଳେ ହସ୍ପିଟାଲରେ ଭର୍ତ୍ତି କାରଯାଇଛି ।

ସୂଚନାନୂସାରେ, ନରସିଂହମ ଗୟାରେ ନିଜର ପରିବାର ସହିତ ପିଣ୍ଡଦାନ କରିବାପାଇଁ ପହଞ୍ଚିଥିଲେ । ସେହି ସମୟରେ ସେ ବେହୋସ ହୋଇପଡିଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରାଜ୍ୟପାଳଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରଙ୍କ କହିବାନୂଯାୟୀ, ତାଙ୍କର ଅବସ୍ଥା ପୂର୍ବ ଅପେକ୍ଷା ଏବେ ଭଲ ରହିଛି ଆଉ ସେ ଏବେ ହାଇଦ୍ରାବାଦ ଯାଇପାରିବେ ବୋଲି କହିଛନ୍ତି ।

ରାଜ୍ୟପାଳ ଇଏସଏଲ ନରସିଂହମ ରବିବାର ନିଜ ପରିବାର ସହ ପିଣ୍ଡଦାନ ପାଇଁ ବିହାରର ବୋଧଗୟା ଆସିଥିଲେ । ମହାବୋଧି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ତାଙ୍କର ଏହି ଗସ୍ତ ଦୁଇ ଦିନିଆ ଥିଲା ।

Intro:Body:

dfadf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.