ETV Bharat / bharat

ONGC ଗ୍ୟାସ ପାଇପଲାଇନ ଲିକ, ପାଖ ଗାଁରୁ ସ୍ଥାନାନ୍ତରିତ ଲୋକେ

author img

By

Published : Feb 2, 2020, 11:49 PM IST

ONGC ଗ୍ୟାସ ପାଇପଲାଇନ ଲିକ । ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ..

GAS LEAK IN EASTGODAVARI DISTRICT
ONGC ଗ୍ୟାସ ପାଇପଲାଇନ ଲିକ

ଅମରାବତୀ: ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାରେ ଅଘଟଣ। । ONGC ଗ୍ୟାସ ପାଇପଲାଇନ ଲିକ । ଶ୍ରମିକମାନେ କାମ କରୁଥିବାବେଳେ ହୋଇଛି ଲିକ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ସ୍ଥାନୀୟ ଅଧିକାରୀ ।

ଘଟଣାସ୍ଥଳ ଦେଇ ଯିବାକୁ ଥିବା ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି । ନିକଟରେ ଥିବା ଉପ୍ପିଡି ଗାଁରୁ ଲୋକଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହାସହ ସ୍ଥାନୀୟ ଗାଁମାନଙ୍କରେ ବିଦ୍ୟୁତ ସେବା ବନ୍ଦ କରାଯିବା ସହ କୌଣସି ସ୍ଥାନରେ ନିଆଁ ନ ଜାଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ONGC ଗ୍ୟାସ ପାଇପଲାଇନ ଲିକ

ଘଟଣା ପାଇଁ ସ୍ଥାନୀୟ ଲୋକେ ପିଏଫଏଚକୁ ଦାୟୀ କରିଛନ୍ତି । ଲଗାତର ଭାବେ ଏହି ଅଞ୍ଚଳରେ ଗ୍ୟାସ ଲିକ ଲାଗି ରହିଛି । ପାଇପଲାଇନରେ ସଠିକ ରକ୍ଷଣବେକ୍ଷଣା ହେଉନାହିଁ ବୋଲି ଆସିଛି ଅଭିଯୋଗ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Intro:Body:

ONGC Gas pipeline leaked at Vuppudi village of Katrenikona mandal, Eastgodavari district. When the workers are doing repairs this incident was happend. Local officials were alerted.. and shifted people from the village. Vehicles also stopped on the road. 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.