ETV Bharat / bharat

ପୁଣି ଓଲଟିଲା ୟୁପି ପୋଲିସ ଗାଡି, ଗ୍ୟାଙ୍ଗଷ୍ଟାର ମୃତ

author img

By

Published : Sep 28, 2020, 2:09 PM IST

ମହାରାଷ୍ଟ୍ରରୁ ଲକ୍ଷ୍ନୌକୁ ନେଇ ଯାଉଥିବା ୟୁପି ପୋଲିସ ଗାଡି ହଠାତ୍ ବ୍ୟାବରା ଏବି ରୋଡ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡି ସାମ୍ନାକୁ ଗାଈ ଆସିଯିବାରୁ ନିୟନ୍ତ୍ରଣ ହରାଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପୁଣି ଓଲଟିଲା  ୟୁପି ପୋଲିସ ଗାଡି
ପୁଣି ଓଲଟିଲା ୟୁପି ପୋଲିସ ଗାଡି

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଲକ୍ଷ୍ନୌକୁ ନେଇ ଯାଉଥିବା ୟୁପି ପୋଲିସ ଗାଡି ହଠାତ୍ ବ୍ୟାବରା ଏବି ରୋଡ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡି ସାମ୍ନାକୁ ଗାଈ ଆସିଯିବାରୁ ନିୟନ୍ତ୍ରଣ ହରାଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ପୋଲିସ ଗାଡିରେ ଥିବା କଏଦୀଙ୍କ ମୃତ୍ୟୁ ଘଟିଛି। ୟୁପି ପୋଲିସ ଏସଆଇ ଏବଂ ଗାର୍ଡଙ୍କ ସମେତ 3 ଜଣ ଆହତ ହୋଇଛନ୍ତି।

ରବିବାର ସକାଳ ପ୍ରାୟ ସାଢେ 6ଟା ବେଳେ ଗୁନା ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ଚାଞ୍ଚୌଡା ପୋଲିସ ଷ୍ଟେସନ ଅନ୍ତର୍ଗତ ଜଗିପୁରା ଟୋଲ ବ୍ଲକ ନିକଟରେ ଏହି ଘଟଣା ଘଟିଥିବା ଜଣାପଡିଛି । ପୋଲିସ ଷ୍ଟେସନ ଅଧିକାରୀ ଆଦିତ୍ୟ ସୋନି କହିଛନ୍ତି ଯେ ୟୁପିର ଲକ୍ଷ୍ନୌ ସହରର ଠାକୁରଗଞ୍ଜ ପୋଲିସ ଷ୍ଟେସନର ପୋଲିସ 2014 ମସିହାରେ ଖସି ପଳାଇଥିବା 65 ବର୍ଷିୟ ଫିରୋଜ ଖାନଙ୍କୁ ଗିରଫ କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.