ETV Bharat / bharat

24 ଫୁଟରୁ ଖସିଲା ବସ, ଆଖି ବୁଜିଲେ 4

author img

By

Published : Feb 4, 2019, 3:29 PM IST

ନାଳନ୍ଦା: ଖାଇକୁ ଖସିଲା ଯାତ୍ରୀବାହୀ ବସ । ବିହାର ନାଳନ୍ଦା ଜିଲ୍ଲାରେ 24 ଫୁଟ ତଳକୁ ବସ ଖସି ପଡିବାରୁ ଆଖଖୁ ବୁଜିଛନ୍ତି 4 ଜଣ । ଘଟଣାସ୍ଥଳରେ 2 ଜଣ ପ୍ରାଣ ହରାଇବା ବେଳେ ହସ୍ପିଟାଲରେ ଆଉ 2 ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ 15ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣାଗ୍ରସ୍ତ ବସଟିକୁ ପୋଡି ଦେଇଛନ୍ତି । ବସଟି ଆଉ ଏକ ବସକୁ ଅତିକ୍ରମ କରିବା ପରେ ଭାରସାମ୍ୟ ହରାଇ 24 ଫୁଟ ତଳକୁ ଖସି ପଡିଥିଲା ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.