ETV Bharat / bharat

ଛୋଟପିଲାଙ୍କ ସହ ବଂଶୀ ବଜାଇଲେ ପଣ୍ଡିତ ହରିଓମ ଚୌରାସିଆ - ଛୋଟପିଲାଙ୍କ ସହ ବଂଶୀ ବଜାଇଲେ ଚୌରାସିଆ

ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ଆୟୋଜିତ ସିମକ ମୈକେ କାର୍ଯ୍ୟକ୍ରମରେ ଯୋଗ ଛୋଟପିଲାଙ୍କ ସହ ବଂଶୀ ବଜାଇଲେ ପଦ୍ମଭୂଷଣ ବଂଶୀ ବାଦକ ହରିଓମ ଚୌରାସିଆ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Hariom Chaurasia performed
ଛୋଟପିଲାଙ୍କ ସହ ବଂଶୀ ବଜାଇଲେ ପଣ୍ଡିତ ହରିଓମ ଚୌରାସିଆ
author img

By

Published : Feb 7, 2020, 10:13 PM IST

ଭୋପାଳ: ସ୍କୁଲ ପିଲାଙ୍କ ସହ ବଂଶୀ ବଜାଇଲେ ବିଶିଷ୍ଟ ବଂଶୀ ବାଦକ ପଣ୍ଡିତ ହରିଓମ ଚୌରାସିଆ । ମଧ୍ୟପ୍ରଦେଶରେ ଆୟୋଜିତ ସିମକ ମୈକେ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହ ମିଶି ବଂଶୀ ବଜାଇଥିଲେ ।

ଛୋଟପିଲାଙ୍କ ସହ ବଂଶୀ ବଜାଇଲେ ପଣ୍ଡିତ ହରିଓମ ଚୌରାସିଆ

ଖାଲି ବଂଶୀ ନୁହେଁ ତବଲା ମଧ୍ୟ ବଜାଇଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କୁ ଅନେକ ସଙ୍ଗୀତର ରାଗ ମଧ୍ୟ ଶିଖାଇଥିଲେ । ଏହି ଅବସରେ ଛାତ୍ରଛାତ୍ରୀଙ୍କ ପଚରା ଯାଇଥିବା ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ସେ କହିଥିଲେ, ଯୁବବର୍ଗଙ୍କୁ ସଙ୍ଗୀତ ବେଶ୍ ପସନ୍ଦ । ଆଜିକା ସମୟରେ ଯୁବବର୍ଗଙ୍କୁ ସଙ୍ଗୀତର ବିଭିନ୍ନ ରାଗ ସେମାନଙ୍କୁ ବେଶ ପସନ୍ଦ ଆସୁଛି । ବିଶେଷକରି ବଂଶୀର ସ୍ବର ସେମାନେ ଅଧିକ ପସନ୍ଦ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:होशंगाबाद । पद्म विभूषित बांसुरी वादक पंडित हरिओम चौरसिया ने स्कूल के बच्चों के बीच अपनी बांसुरी के वादन् से स्कूली बच्चों के बीच प्रस्तुति दी ।

Body:शिक्षा के क्षेत्र में काम करने वाली संस्था सिमक मैके के कार्यक्रम में बांसुरी वादक पंडित हरिराम हरिप्रसाद चौरसिया ने बांसुरी और तबला वादन से समा बांधा और कई रागों पर अपनी प्रस्तुतियां दी साथ ही आरती ओम जय जगदीश को फ्रूट के माध्यम से बच्चों को सुनाया इस दौरान कई बच्चों ने भी अपने सवालों को भी पंडित हरिप्रसाद चौरसिया से जाना साथ ही इस दौरान पंडित हरिप्रसाद चौरसिया का कहना है कि युवाओं में संगीत के प्रति जोश आ रहा है और युवा फ्लूट सुनना पसंद कर रहे हैं बांसुरी को सोशल साइट्स पर अधिक से अधिक युवा सुनना पसंद कर रहे हैं जो की संगीत को आगे लेकर जायेगा ।

बाइट पंडित हरिप्रसाद चौरसिया पद्म विभूषित बांसुरी वादक

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.