ETV Bharat / bharat

ଟ୍ରାକ୍ଟରକୁ ପିଟିଲା କାର, 5 ମୃତ

author img

By

Published : Oct 24, 2019, 11:37 PM IST

କର୍ଣ୍ଣାଟକର ତୁମକୁରରେ କାର ଦୁର୍ଘଟଣା । ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ବେଙ୍ଗାଲୁରୁ: କର୍ଣ୍ଣାଟକର ବଡ ଧରଣର ସଡକ ଦୁର୍ଘଟଣା । ତୁମକୁରରେ କାର ସହ ଏକ ଟ୍ରାକ୍ଟରର ଧକ୍କା ହୋଇଛି । ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣା ତୁମକୁର ଜିଲ୍ଲାର କୁନିଗଲଠାରେ ଥିବା ଜାତୀୟ ରାଜପଥରେ ହୋଇଛି । ମୃତକ 5 ଜଣ ଅମୃଥୁରୁ ହୋବଲି ଡୋଡୋକଲ୍ଲାଲି ଗ୍ରାମର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରୁ ଜଣେ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇ ଯାଉଥିଲେ । କିନ୍ତୁ ଅମୃଥୁରୁରୁ ଡୋଡାକାଲ୍ଲି ଫେରିବା ରାସ୍ତାରେ ଏହି ଦୁର୍ଘଟଣା ହୋଇଛି ।

Intro:Body:ತುಮಕೂರುConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.