ETV Bharat / bharat

ମଝି ସମୁଦ୍ରରେ ମାଛ ଡଙ୍ଗାରେ ଲାଗିଲା ନିଆଁ

author img

By

Published : Aug 8, 2020, 7:03 PM IST

ଶନିବାର ବିଶାଖାପାଟନମ୍ ମତ୍ସ୍ୟଜୀବୀ ବନ୍ଦରଠାରୁ କିଛି ଦୂରରେ ସମୁଦ୍ରରେ ଏକ ମତ୍ସ୍ୟଜୀବୀ ଡଙ୍ଗାରେ ନିଆଁ ଲାଗିଯାଇଛି ।

Fire breaks out in fishing boat
ମଝି ସମୁଦ୍ରରେ ମାଛ ଡଙ୍ଗାରେ ଲାଗିଲା ନିଆଁ

ବିଶାଖାପାଟନମ୍: ଶନିବାର ବିଶାଖାପାଟନମ୍ ମତ୍ସ୍ୟଜୀବୀ ବନ୍ଦରଠାରୁ କିଛି ଦୂରରେ ସମୁଦ୍ରରେ ଏକ ମାଛ ଡଙ୍ଗାରେ ନିଆଁ ଲାଗିଯାଇଛି । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।

ବିଶାଖାପାଟନମ୍ ଡେପୁଟି କମିଶନର (ଡିସିପି) ସୁରେଶ ବାବୁ କହିଛନ୍ତି, ପୋଲିସ୍ ଇନ୍ସପେକ୍ଟର ଡଙ୍ଗାକୁ ଯାଞ୍ଚ କରିଛନ୍ତି । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି । ବୈଷୟିକ ତ୍ରୁଟି କାରଣରୁ ଡଙ୍ଗାରେ ନିଆଁ ଲାଗିଥିବା ସୂଚନା ଡିସିପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.