ETV Bharat / bharat

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନାମରେ ମାମଲା - ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ଆତ୍ମହତ୍ୟା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି ।

ex chief minister of chhattisgarh Ajit Jogi
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନାମରେ ମାମଲା
author img

By

Published : Jan 17, 2020, 3:09 PM IST

ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନାମରେ ମାମଲା ରୁଜୁ ହୋଇଛି । ତାଙ୍କ ଘରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା ମାମଲାରେ ଅଜିତ ଓ ତାଙ୍କ ପୁଅଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବିରୋଧରେ ଧାରା 306, 34 ଆଧାରରେ ଆତ୍ମହତ୍ୟାକୁ ପ୍ରବର୍ତ୍ତାଇବା ଅଭିଯୋଗ ହୋଇଛି ।

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନାମରେ ମାମଲା

ଅଜିତଙ୍କ ବାସଭବନ ‘ମାରବାହୀ ସଦନ’ରେ କାର୍ଯ୍ୟରତ କର୍ମଚାରୀ ସନ୍ତୋଷ କୌଶିକ ଗତ ବୁଧବାର ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ପରେ ମୃତକଙ୍କ ଭାଇ କୃଷ୍ଣ କୁମାର ସାହିତ ସନ୍ତୋଷଙ୍କ ମୃତ୍ୟୁ ପାଇଁ ଅଜିତଙ୍କ ପରିବାରଙ୍କୁ ଦାୟୀ କରିଥିଲେ । ଏପରିକି ଅଜିତଙ୍କ ପରିବାର ତାଙ୍କ ଭାଇଙ୍କୁ ମିଥ୍ୟା କେସରେ ଜେଲ ପଠାଇବାକୁ ଧମକ ଦେଇଥିବା ସେ ପ୍ରକାଶ କରିଥିଲେ । ଯାହାପାଇଁ ତାଙ୍କ ଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ।

  • पीड़ित परिवार के साथ हमारी पूरी सहानुभूति है।जोगी परिवार का इस दुर्भाग्यपूर्ण घटना से कोई लेनादेना नहीं था।राजनीतिक प्रतिशोध से सत्ताधारी दल के इशारे पर कल देर रात FIR दर्ज की गई,इसलिए हम न्यायिक मजिस्ट्रेट अथवा CBI से जांच की मांग करते हैं।हमारे लिए सभी न्यायिक विकल्प खुले हैं।

    — Amit Jogi (@amitjogi) January 17, 2020 " class="align-text-top noRightClick twitterSection" data=" ">

Intro:पूर्व मुख्यमंत्री के निवास मरवाही सदन में बीते बुधवार को कर्मचारी की आत्महत्या के मामले में एक नया ट्वीस्ट आया है । इस मामले में पुलिस ने पूर्व मुख्यमंत्री अजीत जोगी और उनके पुत्र अमित जोगी के खिलाफ धारा 306, 34 के तहत आत्महत्या के लिए प्रेरित करने का मामला दर्ज कर लिया है। Body:जोगी निवास मरवाही सदन में चोरी का आरोप लगने के बाद बंगले की देखरेख करने वाले को ने क्षेत्र के रमतला निवासी कर्मचारी संतोष कौशिक ने बुधवार की शाम फांसी लगाकर आत्महत्या कर ली थी ।, घटना के बाद मौके पर पहुंचे मृतक के भाई कृष्ण कुमार सहित परिजनों ने आरोप लगाया कि बंगले के मालिकों ने उसे जेल भेजने की धमकी दी थी, जिससे वह सहमा हुआ था, जिसके चलते संतोष को आत्महत्या के लिए मजबूर होना पड़ा। पुलिस इस मामले में मर्ग कायम जांच कर रही थी। संतोष के परिजनों ने इस पूरे मसले को लेकर जोगी परिवार को सवालों में ला दिया था। मृतक संतोष कौशिक के बड़े भाई कृष्ण कुमार कौशिक ने रिपोर्ट दर्ज कराते हुए अपने भाई की ख़ुदकुशी के लिए उन्हें जवाबदेह ठहराया है।मृतक संतोष कौशिक पिछले 4 साल से जोगी बंगले में काम कर रहा था, और बंगले की देखरेख करता था । Conclusion:पीएम रिपोर्ट से पुष्टि हुई है, कि संतोष की मौत फांसी लगाने से हुई है, लेकिन परिजनों के द्वारा जोगी परिवार पर आरोप लगाए गए। उनके बयान के आधार पर पूर्व मुख्यमंत्री अजीत जोगी और उनके बेटे अमित जोगी पर धारा 306, 34 के तहत अपराध दर्ज कर लिया गया है।
Bite... कलीम खान,टीआई सिविल लाइन
विशाल झा...बिलासपुर
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.