ETV Bharat / bharat

ଜେଏନୟୁ ହିଂସା: ଉମର ଖାଲିଦଙ୍କ ସମେତ 31ଜଣଙ୍କ ନାମରେ ମାମଲା ରୁଜୁ - JNU alumnus Omar Khalid

ଜେଏନୟୁ ହିଂସା ବିରୋଧ ପ୍ରଦର୍ଶନରେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କ ସମେତ 31ଜଣଙ୍କ ବିରୋଧରେ ମାମଲା ରୁଜୁ। ଏହାସହ ‘ଫ୍ରି କାଶ୍ମୀର’ ପୋଷ୍ଟରକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି।

FIR lodged against JNU alumnus Omar Khalid
ଜେଏନୟୁ ହିଂସା
author img

By

Published : Jan 8, 2020, 12:11 PM IST

ମୁମ୍ବାଇ: ଜେଏନୟୁ ହିଂସା ବିରୋଧ ପ୍ରଦର୍ଶନରେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କ ସମେତ 31ଜଣଙ୍କ ବିରୋଧରେ ମାମଲା ରୁଜୁ। ସୋମବାର ଗେଟ ୱେ ଅଫ୍ ଇଣ୍ଡିଆ ସମ୍ମୁଖରେ ବିନା ଅନୁମତିରେ ବିରୋଧ ପ୍ରଦର୍ଶନ କାରଣରୁ ପୋଲିସ ମାମଲା ରୁଜୁ କରିଛି। ଏହାସହ ‘ଫ୍ରି କାଶ୍ମୀର’ ପୋଷ୍ଟରକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି।

ଏନେଇ କୋଲବା ପୋଲିସ ଷ୍ଟେସନରେ ଦୁଇଟି ମାମଲା ରୁଜୁ ହୋଇଛି । ପ୍ରଥମ ଟି ମିର୍ଜା ପ୍ରଭୂଙ୍କ ବିରୋଧରେ ହୋଇଥିବା ବେଳେ ଅନ୍ୟଟି ଗେଟ୍ ୱେ ଅଫ୍ ଇଣ୍ଡିଆରେ ବେଆଇନ ଭାବେ ବିରୋଧ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ।

ଅନ୍ୟପକ୍ଷେ ଆଉ ଦୁଇଟି ମାମଲା ଏବିଭିପି ଛାତ୍ରଙ୍କ ବିରୋଧରେ ଏମଆରଏ ମାର୍ଗ ପୋଲିସ ଷ୍ଟେସନରେ ରୁଜୁ କରାଯାଇଛି। ଏହାସହ ଧାରଣା ଡାକିଥିବା 31ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏହାସହ 1000ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.