ETV Bharat / bharat

'ମୋଦି ଜଣେ ଭଲ ଅଭିନେତା'

author img

By

Published : Apr 3, 2019, 10:13 AM IST

ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ମୋଦିଙ୍କୁ ଚେତାବନୀ ଦେଲେ ନ୍ୟାସନାଲ କନଫ୍ରେନ୍ସି ନେତା ଫାରୁକ ଅବଦୁଲ୍ଲା । ଅନୁଚ୍ଛେଦ 370 ଓ 35 'ଏ' ସରକାର ପ୍ରଥମେ ହାତ ଲଗାଇ ଦେଖନ୍ତୁ । ଏହା ପରେ ଯାହା ପରିଣାମ ତାହା ଭାରତ ଭୋଗିବ ବୋଲି ଫାରୁକ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଶ୍ରୀନଗର: ଲୋକସଭା ନିର୍ବାଚନ ପାଇଁ ଲାଗି ପଡିଛି ସମସ୍ତ ରାଜନୈତିକ ଦଳ । ପ୍ରଚାର ପ୍ରସାରରେ ରାସ୍ତାଘାଟରେ ସୃଷ୍ଟି ହେଉଛି ଦଳୀୟ କମ୍ପନ । ଏହି ସମୟରେ ନିଜ ପାର୍ଟି ପାଇଁ ନିର୍ବାଚନୀ ମୈଦାନ ପ୍ରସ୍ତୁତ କରୁଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମୋଦିଙ୍କୁ ଚେତବାନୀ ଦେଇଛନ୍ତି । ଅନୁଚ୍ଛେଦ 370 ଓ 35 "ଏ" ଯଦି ସରକାର ହଟାଇବାକୁ ଚେଷ୍ଟା କରନ୍ତି, ତେବେ ଏହାର ପରିଣାମ ଭାରତକୁ ଭୋଗିବାକୁ ପଡିବ ବୋଲି ଫାରୁକ କହିଛନ୍ତି ।

ସୂଚନାଯୋଗ୍ୟ, ନ୍ୟାସନାଲ କନଫରେନ୍ସର ସମର୍ଥକଙ୍କୁ ସମ୍ବୋଧିତ କରିବାକୁ ଯାଇ ଅବଦୁଲ୍ଲା କହିଛନ୍ତି, ଯେତେବେଳେ ମୋଦି ଅନୁଚ୍ଛେଦ 370 ଓ 35 'ଏ' ହଟାଇବାକୁ ଚେଷ୍ଟା କରିବେ ସେତେବେଳେ ଭାରତ ସହିତ ଜମ୍ମୁ ଓ କାଶ୍ମୀରର ସମାପ୍ତ ହେବ । ଏହି ଅନୁଚ୍ଛେଦ ଏକ ଅସ୍ଥାୟୀ । ତେଣୁ ଜମ୍ମୁକାଶ୍ମୀର ସହିତ ଭାରତ ମଧ୍ୟ ଅସ୍ଥାୟୀ । ଏପରି ସେ ମୋଦିଙ୍କୁକଟାକ୍ଷ ମଧ୍ୟ କରିଛନ୍ତି।

ଦେଶକୁ ଚଳାଇବାକୁ ତାଙ୍କ ପାଖରେ କ୍ଷମତା ନାହିଁ । ସେ ଜଣେ ଅଭିନେତା ଆଉ ତାଙ୍କ ପରି ଅଭିନେତାକୁ ଫାରୁକ କେବେ ଦେଖିନାହାନ୍ତି ବୋଲି କହିଛନ୍ତି ।ଏଥର ଲୋକସଭା ନିର୍ବାଚନରେ ଫାରୁକ ଅବଦୁଲ୍ଲା ଶ୍ରୀନଗରରୁ ଲୋକସଭା ପ୍ରାର୍ଥୀ ଭାବେ ଲଢିବେ । ବିଜେପି ନେତା ଜେଟଲୀ ଓ ଅମିତ ଶାହ ଅନୁଚ୍ଛେଦ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହାର ଫାରୁକ ଏହାର କଡା ମୁକାବିଲା କରିବେ ବୋଲି କହିଛନ୍ତି ।

SLUG..ରେଢ଼ାଖୋଲ ରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଙ୍କ ନାମାଙ୍କନ ଦାଖଲ।
Format-Avb.
Reporter.Badsah Jusman Rana
Date.02.04.19.
Place.Sambalpur.

Anchor-ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଇଞ୍ଜିନିୟର ରୋହିତ ପୂଜାରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ପକ୍ଷରୁ ରୋହିତ ପୂଜାରୀ  ହଜାର ହଜାର ସମର୍ଥକ ଓ କର୍ମୀ ଙ୍କ ସହ  ରେଢ଼ାଖୋଲ ବସ ଷ୍ଟାଣ୍ଡ ରୁ ଏକ ବିଶାଳ ଶୋଭାଯାତ୍ର ରେ ବାହାରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ଏଠାରେ ସେ ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରା ରେ ସମ୍ଵଲପୁର ଲୋକସଭା ସାଂସଦ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ।
ସେହିପରି ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାନ ସଭା ପ୍ରାଥୀ ଦେବେନ୍ଦ୍ର ମହାପାତ୍ର  ମଧ୍ୟ ଆଜି ବିନା ଶୋଭାଯାତ୍ର ରେ ଏକ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଆସନ୍ତା 4 ତାରିଖରେ ବିଜେପି ର ଦେବେନ୍ଦ୍ର ମହାପାତ୍ର  ପୁଣି ଏକ ଶୋଭାଯାତ୍ରା ସହ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି।

ବାଇଟ-1: ରୋହିତ ପୂଜାରୀ,ରେଢ଼ାଖୋଲ, ବିଜେଡି ବିଧାୟକ ପ୍ରାର୍ଥୀ।
ବାଇଟ- 2: ନଳିନୀ ପ୍ରଧାନ,ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ।
ବାଇଟ-3: ଦେବେନ୍ଦ୍ର ମହାପାତ୍ର,ବିଜେପି ବିଧାୟକ ପ୍ରାଥୀ.ରେଢ଼ାଖୋଲ ବିଧାନସଭା।

ଭିଜୁଆଲ ମଜୋରେ ଅଫଲୋଡ଼ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.