ETV Bharat / bharat

ବାରଣାସୀରେ ଆଗୁଆ ମୋଦି, ଗାନ୍ଧୀନଗରରେ ମାଆ ଖୁସି

author img

By

Published : May 23, 2019, 1:51 PM IST

ବିଜେପିର ଦମଦାର କମବ୍ୟାକ ନେଇ ପ୍ରଧାନମନ୍ତ୍ରୀଙ୍କ ମାଆ କିଛି ଏହିଭଳି ଭାବେ ଖୁସି ମନାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଗାନ୍ଧୀନଗର: ଚଳିତ ସାଧାରଣ ନିର୍ବାଚନର ଆଜି ହେଉଛି ଫଳାଫଳର ଦିନ । ଚାଲିଛି ଭୋଟ ଗଣତି । ତେବେ ବିଜେପିର ଦମଦାର କମବ୍ୟାକ ନେଇ ପ୍ରଧାନମନ୍ତ୍ରୀଙ୍କ ମାଆ କିଛି ଏହିଭଳି ଭାବେ ମନାଇଛନ୍ତି ଖୁସି ।

ଗୋଟିଏ ପଟେ ଚାଲିଛି ଭୋଟ ଗଣତି । ମତ ଗଣତିର ପ୍ରଥମ ପର୍ଯ୍ୟାୟରୁ ହିଁ ଏହା ବିଜେପି ସପକ୍ଷରେ ରହିଛି । ସେପଟେ ପଛରେ ପଡିଛି କଂଗ୍ରେସ । ଆଉ ଏହି ଭିତରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ୍ ମୋଦି ମିଡିଆ ସାମ୍ନାକୁ ଆସି ଜଣାଇଛନ୍ତି କୃତଜ୍ଞତା ।

ସେ ଘର ବାହାରକୁ ଆସି ହାତ ଯୋଡି ଜନତାଙ୍କୁ ଦେଇଛନ୍ତି ଧନ୍ୟବାଦ । ମୋଦିଙ୍କ ମାଆଙ୍କୁ ଦେଖି ବାହାରେ ଉପସ୍ଥିତ ସମର୍ଥକ ଚିଲାଇଥିଲେ ହର ହର ମୋଦି, ବନ୍ଦେ ମାତରମ୍ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.