ETV Bharat / bharat

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ

ଅରୁଣାଚଳ ପ୍ରଦେଶରେ ଭୂକମ୍ପର ଅନୂଭୁତ । ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।

author img

By

Published : Apr 24, 2019, 11:16 AM IST

ପ୍ରତିକାତ୍ମକ ଫଟୋ

ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ କରାଯାଇଥିବା ସୂଚନା ଦେଲା ଭାରତୀୟ ଭୂବିଜ୍ଞାନ ଗବେଷଣା ସଂସ୍ଥା । ତେବେ ଏହି ଝଟକା ମଙ୍ଗଳବାର ରାତି 1.45 ସମୟରେ ଅନୁଭୂତ ହୋଇଥିବା ଜଣାପଡିଛି।

ମଧ୍ୟ ରାତ୍ରିରେ ଭୂକମ୍ପ ଅନୂଭୁତ ହୋଇଥିବାବେଳେ ଭୟରେ ଲୋକମାନେ ଘରୁ ବାହାରକୁ ଦୌଡି ପଳାଇଆସିଥିଲେ । ତେବେ ଭୂକମ୍ପରେ କେହି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.