ETV Bharat / bharat

ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମାନସରୋବର ଯାତ୍ରା

ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ପ୍ରଥମ କୈଳାଶ ମାନସରୋବର ଯାତ୍ରା । ଏନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଦେଇଛନ୍ତି ଗ୍ରୀନ ସିଗନାଲ ।

author img

By

Published : Jun 11, 2019, 12:25 PM IST

ନୂଆଦିଲ୍ଲୀ: ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ କୈଳାଶ ମାନସରୋବର ଯାତ୍ରା । ଏନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗ୍ରୀନ ସିଗନାଲ ଦେଇଛନ୍ତି । ଏହି ଯାତ୍ରା ପାଇଁ ଚୀନ ସରକାର ଦେଇଥିବା ମିଳିତ ସହାୟତା ଓ ସହଯୋଗ ପାଇଁ ବୈଦେଶିକ ମନ୍ତ୍ରୀ ଚୀନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଯାତ୍ରା ଦୁଇ ଦେଶର ଲୋକଙ୍କ ସହ ଭାବର ଆଦାନପ୍ରଦାନ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ।

Intro:Body:

htrj

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.