ETV Bharat / bharat

ଆଇସୋଲେସନ ଓ୍ବାର୍ଡ ପାଇଁ ଗୁରୁ ହରକ୍ରିଷ୍ଣ ଡାକ୍ତରଖାନା ଦେଲା ଡିଏସଜିଏମସି - COVID19

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଦେଖି ଦିଲ୍ଲୀର ଶିଖ ଗୁରୁଦ୍ୱାର ପରିଚାଳନା କମିଟି ଗୁରଦ୍ବାରର ହରକ୍ରିଷ୍ଣ ଡାକ୍ତରଖାନାକୁ ଦିଲ୍ଲୀ ସରକାରଙ୍କୁ ଦେଇଛି । ଅଧିକ ପଢନ୍ତୁ...

Guru Harkrishan Hospital
ଦିଲ୍ଲୀ ସରକାରଙ୍କୁ ଗୁରୁ ହରକ୍ରିଷ୍ଣ ଡାକ୍ତରଖାନା ଦେଲା ଡିଏସଜିଏମସି
author img

By

Published : Apr 10, 2020, 12:24 AM IST

ନୂଆଦିଲ୍ଲୀ: ଭାରତରେ ଦୃତଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ଟ୍ରେନ ଠାରୁ ଆରମ୍ଭ କରି ବଡ ବଡ ହୋଟେଲ ଏବଂ ସ୍କୁଲ ଓ କଲେଜ ଗୁଡିକର ଗୃହକୁ ଆଇସୋଲେସନ ଓ୍ବାର୍ଡରେ ପରିଣତ କରାଯାଉଛି ।

Guru Harkrishan Hospital
ଆଇସୋଲେସନ ଓ୍ବାର୍ଡ ପାଇଁ ଗୁରୁ ହରକ୍ରିଷ୍ଣ ଡାକ୍ତରଖାନା ଦେଲା ଡିଏସଜିଏମସି

ଯାହାକୁ ନେଇ ଦିଲ୍ଲୀର ଶିଖ ଗୁରୁଦ୍ୱାର ପରିଚାଳନା କମିଟି (DSGMC) କାର୍ଯ୍ୟକ୍ଷମ 50 ଶଯ୍ୟା ବିଶିଷ୍ଟ ଗୁରୁ ହରକ୍ରିଷ୍ଣ ଡାକ୍ତରଖାନା ଏବଂ 6 ମହଲା ବିଶିଷ୍ଟ 500 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କୋଠାକୁ ଆଇସୋଲେସନ ଓ୍ବାର୍ଡ ପାଇଁ ଦିଲ୍ଲୀ ସରକାରଙ୍କୁ ଦିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ସହ ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ଗୁରୁଦ୍ୱାର ବାଲା ସାହିବ ଏହି ନିଷ୍ପତ୍ତି ନେଇଥିବା ଡିଏସଜିଏମସିର ଅଧ୍ୟକ୍ଷ ମଞ୍ଜିନ୍ଦର ଏସ ସିରସା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.