ETV Bharat / bharat

ଅବସର ନେବାକୁ ଥିବା ଡାକ୍ତର-ନର୍ସଙ୍କ କାର୍ଯ୍ୟକାଳ ଅବଧି 2ମାସ ବୃଦ୍ଧି

author img

By

Published : Apr 1, 2020, 10:48 AM IST

2020 ମସିହା ମାର୍ଚ୍ଚ 31ରେ ଯେଉଁ ଡାକ୍ତର ଓ ନର୍ସଙ୍କ କାର୍ଯ୍ୟକାଳ ସରୁଛି ସେମାନେ ଆଉ ଅଧିକ 2 ମାସ କାମ କରିବେ । ଅଧିକ ପଢନ୍ତୁ...

Doctors & nurse
ଅବସର ନେବାକୁ ଥିବା ଡାକ୍ତର ଓ ନର୍ସ ଆଉ 2 ମାସ କାମ କରିବେ

ଚେନ୍ନାଇ: ଦେଶରେ ଚାଲିଛି କୋରୋନା ସହ ଲଢେଇ । ପ୍ରତ୍ୟେକ ଦିନ ଦେଶର ପ୍ରତ୍ୟେକ ସ୍ଥାନରେ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏହି ଅବସରରେ ଦିବାରାତ୍ରୀ କୋରୋନା ଆକ୍ରାନ୍ତଙ୍କୁ ଠିକ କରିବାରେ ଲାଗିପଡିଛନ୍ତି ସମସ୍ତ ଡାକ୍ତର, ନର୍ସଙ୍କ ଠାରୁ ଆରମ୍ଭ କରି ସମସ୍ତ ମେଡିକାଲ ଷ୍ଟାଫ ।

ତେବେ ଯେଉଁମାନଙ୍କର ଚଳିତବର୍ଷ ମାର୍ଚ୍ଚ 31 ସୁଦ୍ଧା କାର୍ଯ୍ୟକାଳ ସରୁଛି ବା ଅବସର ନେବାକୁ ଥିବା ଡାକ୍ତର ଏବଂ ନର୍ସ ସେମାନେ ଚୁକ୍ତିନାମା ଆଧାରରେ ଆଉ ଅଧିକ ଦୁଇମାସ ସେବା କରିବେ । ଏନେଇ ସୂଚନା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଦାପାଦୀ କେ ପାଲାନିସ୍ୱାମୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.