ETV Bharat / bharat

ବିଏସଏଫ ଡିଜି ରାକେଶ ଆସ୍ଥାନା 4 ଦିନିଆ LoC ଗସ୍ତ ଶେଷ - ବିଏସଏଫ ଡିଜି ରାକେଶ ଆସ୍ଥାନା

ବିଏସଏଫ ଡିଜି ରାକେଶ ଆସ୍ଥାନାଙ୍କ 4 ଦିନିଆ ଏଲଓସି ଗସ୍ତ ଶେଷ ହୋଇଛି । ଏହି ସମୟରେ ସେ ଏଲଓସୀକୁ ଲାଗିଥିବା ଭାରତୀୟ ସୀମାରେ ସ୍ଥିତିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ବିଏସଏଫ ଡିଜି ରାକେଶ ଆସ୍ଥାନା 4 ଦିନିଆ LoC ଗସ୍ତ ଶେଷ

author img

By

Published : Sep 8, 2020, 11:01 PM IST

ଶ୍ରୀନଗର: ମହାମାରୀ କୋରୋନା ସହ ଭାରତ ଏକ ପ୍ରକାରର ଯୁଦ୍ଧ ଲଢୁଥିବା ବେଳେ ଉଭୟ ଚୀନ ଓ ପାକିସ୍ତାନ ବଢାଇ ଚାଲିଛନ୍ତି ଚିନ୍ତା । ଚୀନ ସହ ମେ ମାସରୁ ହିଁ ଜାରି ରହିଛି ତିକ୍ତତା । ଏପରିସ୍ଥିତିରେ ଆଲର୍ଟ ରହିଛନ୍ତି ସୀମାରେ ମୁତୟନ ହୋଇଥିବା ବିଏସଏଫ ଯବାନ । ଯେତେବେଳେ ପଡୋଶୀ ଆମ ପାଇଁ ବିପଦ ସୃଷ୍ଟି କରିଛନ୍ତି, ସେତେବେଳେ ବିଏସଏଫର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବିଏସଏଫ ଡିଜି ରାକେଶ ଆସ୍ଥାନା ।

ବିଏସଏଫ ଡିଜି ରାକେଶ ଆସ୍ଥାନାଙ୍କ 4 ଦିନିଆ ଏଲଓସି ଗସ୍ତ ଶେଷ ହୋଇଛି । ଏହି ସମୟରେ ସେ ଏଲଓସୀକୁ ଲାଗିଥିବା ଭାରତୀୟ ସୀମାରେ ସ୍ଥିତିର ସମୀକ୍ଷା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.