ETV Bharat / bharat

ଯେ କୌଣସି ପରିସ୍ଥିତିରେ ଭାରତ ମୁକାବିଲା କରିବାକୁ ପ୍ରସ୍ତୁତ: ବାୟୁସେନା ମୁଖ୍ୟ - galwan valley

ଲଦାଖରେ ଚୀନ ସେନାର ଷଡଯନ୍ତ୍ରକୁ ବାୟୁସେନା ପ୍ରମୁଖଙ୍କ କଡା ଜବାବ । ବ୍ୟର୍ଥ ଯିବନି ଆମ ଯବାନଙ୍କ ବଳିଦାନ । ଅଧିକ ପଢନ୍ତୁ....

ବ୍ୟର୍ଥ ଯିବନି ଆମ ଯବାନଙ୍କ ବଳିଦାନ
ବ୍ୟର୍ଥ ଯିବନି ଆମ ଯବାନଙ୍କ ବଳିଦାନ
author img

By

Published : Jun 20, 2020, 11:39 AM IST

ହାଇଦ୍ରାବାଦ: ଲଦାଖରେ ଚୀନର କାରନାମାକୁ କଡା ଜବାବ ଦେଲେ ଭାରତୀୟ ସେନା ପ୍ରମୁଖ ଆରକେଏସ ଭଦୌରିଆ । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହୁଛି ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି । ଭାରତ ସର୍ବଦା ତାର ସାର୍ବଭୌମତ୍ବ ଓ ସୁରକ୍ଷାକୁ ଗୁରୁତ୍ବ ଦେବ ।

ଯେ କୌଣସି ପରିସ୍ଥିତିରେ ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ

ହାଇଦ୍ରାବାଦ ଠାରେ ଅନୁଷ୍ଠିତ କମ୍ବାଇଡ ଗ୍ରାଜୁଏସନ ପରଡେରେ ଯୋଗ ଦେଇ ବାୟୁସେନା ମୁଖ୍ୟ ଭଦୌରିଆ ସମସ୍ତ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଗଲୱାନ ଘାଟିରେ ଏଲଏସିର ସୁରକ୍ଷା ପାଇଁ ଲଢେଇ କରି ଶହୀଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁ ସମେତ 20 ଜଣ ଯବାନଙ୍କ ବଳିବାଦ ବ୍ୟର୍ଥ ଯିବ ନାହିଁ ବୋଲି କହିଥିଲେ ।

ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ବର ସୁରକ୍ଷା ପାଇଁ ବୀର ଯବାନମାନେ ବଳିଦାନ ଦେଇଛନ୍ତି । ଏହାର ପ୍ରତିଟି ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ରହିଛି । ସେ ଦେଶବାସୀଙ୍କୁ ପ୍ରତିଶ୍ରୃତି ଦେଇ କହିଛନ୍ତି, ଯବାନଙ୍କ ବଳିଦାନ କେବେ ହେଲେ ବୃଥା ଯିବନାହିଁ । ଏଲଏସିରେ ଶାନ୍ତି ସ୍ଥାପନା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରହିଛି । ଆଶା ରଖାଯାଇଛି ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେବ । କିନ୍ତୁ ଗଲୱାନ ଘାଟିରେ ଚୀନର ଏଭଳି ଉତ୍ପାତ୍ତ କେବେ ବି ମଧ୍ୟ ଗ୍ରହଣ କରାଯିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.