ETV Bharat / bharat

କଂଗ୍ରେସ ନେତା ଶଶୀ ଥରୁରଙ୍କୁ ବିଦେଶ ଯିବାକୁ ଅନୁମତି

author img

By

Published : Feb 22, 2020, 12:02 PM IST

ସୁନନ୍ଦା ପୁଷ୍କର ମୃତ୍ୟୁ ଘଟଣାରେ ଜାମିନରେ ଥିବା କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛି । ଅଧିକ ପଢନ୍ତୁ..

Delhi's Rouse Avenue Court allows Congress leader Shashi Tharoor to travel to UAE
କଂଗ୍ରେସ ନେତା ଶଶୀ ଥରୁରଙ୍କୁ ବିଦେଶ ଯିବାକୁ ଅନୁମତି

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ଘଟଣାରେ ଜାମିନରେ ଥିବା କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛି । ଶଶୀ ବିଦେଶକୁ ଯିବାକୁ ଅନୁମତି ଦେବାକୁ ପୂର୍ବରୁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହି ଆବେଦନର ଶୁଣାଣୀ ଫେବୃଆରୀ 22ରେ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପତ୍ନୀ ସୁନନ୍ଦା ପୁଷ୍କରଙ୍କ ହତ୍ୟା ମାମଲାରେ ଶଶୀ ଥରୁର ଅଭିଯୁକ୍ତ ରହିଛନ୍ତି । ତେବେ ବର୍ତ୍ତମାନ ସେ ଜାମିନରେ ରହିଛନ୍ତି । ଜାମିନରେ ଆସିବା ସମୟରେ କୋର୍ଟ ତାଙ୍କୁ ବିନା ଅନୁମତିରେ ଦେଶ ଛାଡି ନ ଯିବାକୁ ସର୍ତ୍ତ ରଖିଥିଲା ।

2014 ମସିହା ଜାନୁଆରୀ ମାସରେ ଏକ ହୋଟେଲରେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଥରୁରଙ୍କ ବିରୋଧରେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଓ ବର୍ବତାର ପ୍ରଦର୍ଶନ କରିବା ଭଳି ସଙ୍ଗୀନ ଦଫା ଲାଗିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.