ETV Bharat / bharat

83 ଜମାତୀଙ୍କ ବିରୋଧରେ 20 ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ - 83 ଜମାତୀଙ୍କ ବିରୋଧରେ 20ଟି ଚାର୍ଜସିଟ୍ ଦାଖଲ

ମର୍କଜ ମାମଲା ସମ୍ପର୍କରେ ଆଜି ସାକେତରେ ଅବସ୍ଥିତ ମୁଖ୍ୟ ମହାନଗର ନିଗମ ଜିଲ୍ଲାପାଳଙ୍କ କୋର୍ଟରେ ଦିଲ୍ଲୀ ପୋଲିସ 20 ଟି ଚାର୍ଜସିଟ ଦାଖଲ କରିଛି।

tablghi
83 ଜମାତୀଙ୍କ ବିରୋଧରେ 20ଟି ଚାର୍ଜସିଟ୍ ଦାଖଲ
author img

By

Published : May 26, 2020, 12:35 PM IST

ନୂଆଦିଲ୍ଲୀ: ମର୍କଜ ମାମଲା ସମ୍ପର୍କରେ ଆଜି ସାକେତରେ ଅବସ୍ଥିତ ମୁଖ୍ୟ ମହାନଗର ନିଗମ ଜିଲ୍ଲାପାଳଙ୍କ କୋର୍ଟରେ ଦିଲ୍ଲୀ ପୋଲିସ 20 ଟି ଚାର୍ଜସିଟ ଦାଖଲ କରିଛି। ମର୍କଜ ମାମଲାରେ 83 ବିଦେଶୀ ଜମାତୀଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ନିୟମ ଅନୁଯାୟୀ ଯଦି କୌଣସି ଦେଶରୁ 5 ଜଣ ଲୋକ ଅଛନ୍ତି ତେବେ ଏକ ଚାର୍ଜସିଟ୍ ଦାଖଲ କରାଯିବ ।

ଯେଉଁମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହେଉଛି ସେମାନଙ୍କ ମଧ୍ୟରେ 10 ସାଉଦି ଆରବ, 7 ଚୀନ, 5 ଆମେରିକା, 3 ୟୁକ୍ରେନ, 6 ସୁଦାନ, 6 ଫିଲିପାଇନ୍ସ, 8 ବ୍ରାଜିଲ, 4 ଆଫଗାନିସ୍ତାନ, 2 ଅଷ୍ଟ୍ରେଲିଆ ଓ ରୁଷ, ଫ୍ରାନ୍ସ, ଇଜିପ୍ଟ, ଜୋର୍ଡାନରୁ ପ୍ରତ୍ୟେକ ଜଣେ ଲେଖାଏଁ ଅଛନ୍ତି। ଏହା ବ୍ୟତୀତ ଖୁବ୍ ଶୀଘ୍ର ଅନ୍ୟ 14 ଟି ଚାର୍ଜସିଟ୍ ମଧ୍ୟ ଦାଖଲ କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.