ETV Bharat / bharat

ଟେଷ୍ଟିଂ କିଟ୍ ‘ଫେଲୁଦା’ କୁ ଡିସିଜିଆଇର ଅନୁମୋଦନ - ସିଏସଆଇଆର- ଆଇଜିଆଇବି

‘ଫେଲୁଦା’ ର ବାଣିଜ୍ୟିକ ଲଞ୍ଚକୁ ଡିସିଜିଆଇର ଅନୁମୋଦନ । ଏନେଇ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ଶନିବାର ସୂଚନା ଦେଇଛନ୍ତି ।

‘ଫେଲୁଦା’ ର ବାଣିଜ୍ୟିକ ଲଞ୍ଚକୁ ଡିସିଜିଆଇର ଅନୁମୋଦନ

author img

By

Published : Sep 20, 2020, 10:52 AM IST

ନୂଆଦିଲ୍ଲୀ: ‘ଫେଲୁଦା’ ର ବାଣିଜ୍ୟିକ ଲଞ୍ଚକୁ ଡିସିଜିଆଇର ଅନୁମୋଦନ । ଏନେଇ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ଶନିବାର ସୂଚନା ଦେଇଛନ୍ତି ।

ସିଏସଆଇଆର ଏକ ବିବୃତ୍ତିରେ କହିଛି ଯେ, ଏହି ଟେଷ୍ଟ SARS-CoV-2 ଭାଇରସର ଜେନୋମିକ୍ କ୍ରମକୁ ଚିହ୍ନଟ କରିବା ପାଇଁ ଏକ ସ୍ୱଦେଶୀ ବିକଶିତ ଅତ୍ୟାଧୁନିକ ସିଆରଆଇଏସପିଆର ଟେକ୍ନୋଲୋଜି ବ୍ୟବହାର କରିବ ।

ସିଆରଆଇଏସପିଆର ହେଉଛି ଏକ ଜିନୋମ ଏଡିଟିଂ ଟେକ୍ନୋଲୋଜି । ଯାହା ରୋଗକୁ ଚିହ୍ନଟ କରିବାରେ ସାହାଯ୍ୟ କରେ । ଏହି ଟେକ୍ନୋଲୋଜିକୁ ସିଏସଆଇଆର- ଆଇଜିଆଇବି (ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି) ଦ୍ୱାରା ବିକଶିତ କରାଯାଇଛି ।

ସିଏସଆଇଆର- ଆଇଜିଆଇବି ଫେଲୁଦା ଦ୍ୱାରା ପରିଚାଳିତ ଟାଟା ସିଆରଆଇଏସପିଆର ପରୀକ୍ଷା ଅଟେ । ଯାହା ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ଡିସିଜିଆଇ ପକ୍ଷରୁ ଅନମୋଦନ ପାଇଛି । ଏହା ମାରାତ୍ମକ କୋରୋନା ଭାଇରସ ଚିହ୍ନଟ ପାଇଁ ଶତ ପ୍ରତିଶତ ସମ୍ବେଦନଶୀଳତା ଏବଂ 98 ପ୍ରତିଶତ ସ୍ବଛ୍ଛତା ପ୍ରମାଣିତ ହୋଇଛି । କୋରୋନା ସୃଷ୍ଟି କରୁଥିବା ଜୀବାଣୁକୁ ସଫଳତାର ସହ ଚିହ୍ନଟ କରିବା ପାଇଁ ଟାଟା ସିଆରଆଇଏସପିଆର ପରୀକ୍ଷା ହେଉଛି ବିଶ୍ବର ପ୍ରଥମ ଡାଇଗ୍ନୋଷ୍ଟିକ୍ ପରୀକ୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.