ETV Bharat / bharat

କୋଭିଡ-19 ରୋଗୀଙ୍କ ମଧ୍ୟରେ ଦେଖାଦେଉଛି ଚର୍ମ ସମସ୍ୟା - Covid-19

ଏକ ନୂତନ ବିଶ୍ଳେଷଣରୁ ଜଣାପଡିଛି ଯେ କୋଭିଡ-19 ଥିବା କିଛି ରୋଗୀଙ୍କ ପ୍ରାରମ୍ଭିକ ସଂକ୍ରମଣରୁ ସୁସ୍ଥ ହେବାର ବହୁ ଦିନ ପରେ ଚର୍ମ ସମ୍ବନ୍ଧୀୟ ଲକ୍ଷଣ ଦେଖାଦେଉଛି । ଅଧିକ ପଢନ୍ତୁ..

କୋଭିଡ-19 ରୋଗୀ
କୋଭିଡ-19 ରୋଗୀ
author img

By

Published : Nov 1, 2020, 5:32 PM IST

ନୂଆଦିଲ୍ଲୀ: ଏକ ନୂତନ ବିଶ୍ଳେଷଣରୁ ଜଣାପଡିଛି ଯେ କୋଭିଡ-19 ଥିବା କିଛି ରୋଗୀଙ୍କ ପ୍ରାରମ୍ଭିକ ସଂକ୍ରମଣରୁ ସୁସ୍ଥ ହେବାର ବହୁ ଦିନ ପରେ ଚର୍ମ ସମ୍ବନ୍ଧୀୟ ଲକ୍ଷଣ ଦେଖାଦେଉଛି । ୟୁରୋପୀୟ ଏକାଡେମୀ ଅଫ୍ ଡର୍ମାଟୋଲୋଜି ଏବଂ ଭେନେରୋଲୋଜିର 29 ତମ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲ୍ (MGH) ର ଅନୁସନ୍ଧାନକାରୀଙ୍କ ଦ୍ବାରା ଏହା ଉପସ୍ଥାପିତ ହୋଇଛି ।

କୋଭିଡ-19 ଲାବ୍ରୋଟାରୀ ପରୀକ୍ଷା ଫଳାଫଳ ଏବଂ ରୋଗୀଙ୍କ କୋଭିଡ-19 ଚର୍ମ ଲକ୍ଷଣ ଗୁଡିକ ବିଷୟରେ ଜୁନ୍ ଏବଂ ଅଗଷ୍ଟରେ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରୀକ୍ଷଣ ଦଳ କୋଭିଡ-19 ଚର୍ମ ଲକ୍ଷଣକୁ ବ୍ୟାଖ୍ୟା କରିଥିଲା, ଯାହା ଅତି କମରେ 60 ଦିନ ପର୍ଯ୍ୟନ୍ତ ରହିଥାଏ । ଏହି ଟିମ୍ କୋଭିଡ୍-19 ର ଚର୍ମ ଲକ୍ଷଣ ଥିବା ପ୍ରାୟ 1000 ରୋଗୀଙ୍କ ମୂଲ୍ୟାଙ୍କନ କରିଥିଲା ​।

ଦେହ-ହାତ କୁଣ୍ଡେଇ ହେବା ଆଦି ଲକ୍ଷଣ, କୋଭିଡ-19 ପଜିଟିଭ୍ ରୋଗୀଙ୍କ ମଧ୍ୟରେ 7 ଦିନ କିମ୍ବା 4 ଦିନ ଲକ୍ଷଣ ଦେଖାଯାଏ । ପାଦ ଫୁଲିବା, ନାଲି ପଡିବା ଆଦି ଲକ୍ଷଣ 20 ଦିନ ରହୁଛି, କୌଣସି ଚର୍ମ ଲକ୍ଷଣ ବିଷୟରେ ପଚାରିବା ଏବଂ ମୂଲ୍ୟାଙ୍କନ କରିବା ପାଇଁ ପରୀକ୍ଷକ କ୍ଲିନିକାଲ ବିଶେଷଜ୍ଞମାନଙ୍କୁ ଉତ୍ସାହିତ କରୁଛୁ। କୋଭିଡ-19 ର ଚର୍ମରୋଗ ପ୍ରଭାବ ବିଷୟରେ ବୁଝାମଣାକୁ ଆଗକୁ ବଢାଇବା ପାଇଁ ଉଦ୍ୟମ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.