ETV Bharat / bharat

ଦିଲ୍ଲୀରେ ବଢୁଛି କୋରୋନା ଆକ୍ରାନ୍ତ କିନ୍ତୁ ଦିଲ୍ଲୀବାସୀ ଫୁଟାଉଛନ୍ତି ବାଣ - ଦିଲ୍ଲୀରେ ବଢୁଛି କୋରୋନା ଆକ୍ରାନ୍ତ

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ସମଗ୍ର ବିଶ୍ବବାସୀ ଏପ୍ରିଲ 5ରେ ରାତି 9ଟାରେ 9 ମିନିଟ ପାଇଁ ଲାଇଟ ବନ୍ଦ ରଖିବା ସହ ଦୀପ ଜାଳିଥିଲେ । ଏପରିକି ଅନେକ ସ୍ଥାନେର ବାଣ ଫୁଟାଇ ଥିବାର ଦେଖିବାକୁ ମିଳିଛି ।

Covid-19 cases rise in the capital
ଦିଲ୍ଲୀରେ ବଢୁଛି କୋରୋନା ଆକ୍ରାନ୍ତ
author img

By

Published : Apr 6, 2020, 12:26 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ସମଗ୍ର ବିଶ୍ବବାସୀ ଏପ୍ରିଲ 5ରେ ରାତି 9ଟାରେ 9 ମିନିଟ ପାଇଁ ଲାଇଟ ବନ୍ଦ ରଖିବା ସହ ଦୀପ ଜାଳିଥିଲେ । ଏପରିକି ଅନେକ ସ୍ଥାନରେ ବାଣ ଫୁଟାଇ ଥିବାର ଦେଖିବାକୁ ମିଳିଛି । ଦିଲ୍ଲୀ ଏନସିଆରରେ ମଧ୍ୟ ଏପରି କିଛି ସ୍ଥିତି ଦେଖିବାକୁ ମିଳିଛି ।

ଅନ୍ୟପକ୍ଷେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ 500 ପାର୍ କରିଗଲାଣି । ଅନେକ ବାମପନ୍ଥୀ ଏହାକୁ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଭାରତ ଓ ବିଶ୍ବରେ ଏପରି ସ୍ଥିତି ସମୟରେ ଦୀପ ଜଳାଇବାର ଅର୍ଥ କଣ ବୋଲି ପ୍ରଶ୍ନ କରିଛନ୍ତି ।

ଦକ୍ଷିଣ ଦିଲ୍ଲୀର କଂଗ୍ରେସ କାଉନସିଲର ଅଭିଷକ ଦତ୍ତା ଏକ ବାଣ ଫୁଟାଉଥିବାର ଭିଡିଓ ଟ୍ବିଟ କରି ଦିଲ୍ଲୀର ପ୍ରଦୂଷଣର ମାତ୍ରା ମାପିବାକୁ ପଡିବ ବୋଲି କହିଛନ୍ତି । କଂଗ୍ରେସ ନେତା ରାଜୀବ ଶୁକ୍ଲା ଟ୍ବିଟ କରି ପ୍ରଧାନମନ୍ତ୍ରୀ ବାଣ ଫୁଟାଇବାକୁ କହିନଥିଲେ ବୋଲି ଟ୍ବିଟ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.