ETV Bharat / bharat

ପଦରୁ ହଟିଲେ ଦିଲ୍ଲୀର ସବୁଠୁ ବଡ କୋରୋନା ହସ୍ପିଟାଲ ନିର୍ଦ୍ଦେଶକ - କୋରୋନା ହସ୍ପିଟାଲ

ଦିଲ୍ଲୀର ସବୁଠାରୁ ବଡ କୋରୋନା ହସ୍ପିଟାଲ୍ ଲୋକନାକ ଜୟପ୍ରକାଶ ହସ୍ପିଟାଲର ଡେଇରେକ୍ଟର ଡା. ଜେସି ପାସିଙ୍କୁ ନିଜ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଡା. ସୁରେଶ କୁମାରଙ୍କୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାର ଡାକ୍ତରୀ ନିର୍ଦ୍ଦେଶକ କରାଯାଇଛି । ଅଧିକ ପଢନ୍ତୁ...

coronavirus
coronavirus
author img

By

Published : May 13, 2020, 11:43 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନ ପ୍ରକୋପ ଜାରି ରହିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କୋରୋନା ସ୍ଥିତି ଚିନ୍ତାଜନକ ରହିଛି । ଏପରିସ୍ଥଳ ଦିଲ୍ଲୀର ସବୁଠାରୁ ବଡ କୋରୋନା ହସ୍ପିଟାଲ୍ ଲୋକନାକ ଜୟପ୍ରକାଶ ହସ୍ପିଟାଲର ଡାଇରେକ୍ଟର ଡା. ଜେସି ପାସିଙ୍କୁ ନିଜ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଡା. ସୁରେଶ କୁମାରଙ୍କୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାର ଡାକ୍ତରୀ ନିର୍ଦ୍ଦେଶକ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏହା ଏକ ନିୟମ ଯେ 62 ବର୍ଷ ବୟସରୁ ଅଧିକ ବ୍ୟକ୍ତି କୌଣସି ପ୍ରଶାସନିକ ପଦବୀରେ ରହିପାରିବେ ନାହିଁ, ତେଣୁ ଡକ୍ଟର ଜେସି ପାସିଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଡକ୍ଟର ଜେସି ପାସି 65 ବର୍ଷ ବୟସରେ ଅବସର ନେବାକୁ ଥିବାବେଳେ ପାସି ବର୍ତ୍ତମାନ 64 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।

ମାର୍ଚ୍ଚରେ, କୋରୋନା ଦିଲ୍ଲୀରେ ଦେଖାଦେବା ଆରମ୍ଭ କରିବା ମାତ୍ରେ କେଜ୍ରିୱାଲ ସରକାର ତାଙ୍କୁ ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନାର ଡାକ୍ତରୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲେ ।

ସୂଚନା ଯେ, ଦିଲ୍ଲୀ ସରକାରଙ୍କ ଲୋକ ନାୟକ ଜୟ ପ୍ରକାଶ ହସ୍ପିଟାଲ କେବଳ ଦିଲ୍ଲୀର ନୁହେଁ ବରଂ 2ହଜାର ଶଯ୍ୟା ବିଶିଷ୍ଟ ସମଗ୍ର ଦେଶରେ ସବୁଠାରୁ ବଡ ଡାକ୍ତରଖାନା ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.