ETV Bharat / bharat

କୋରୋନା ଆତଙ୍କ; ଦେଶର ସବୁ ଏୟାରପୋର୍ଟରୁ ସ୍କ୍ରିନିଂ ହୋଇଛନ୍ତି 50 ହଜାରରୁ ଊର୍ଦ୍ଧ୍ବ ଲୋକ - 50 ହଜାରୁ ଊର୍ଦ୍ଧ୍ବ ଲୋକ

ଦେଶରେ ଭୟର କଳାବାଦଲ ଘୋଡାଇଥିବା କୋରୋନାକୁ ନେଇ ଏବେ ସମସ୍ତଙ୍କ ମନରେ ଆଶଙ୍କା ଓ ଛନକା । ବର୍ତ୍ତମାନ ସୁଦ୍ଧା ବିମାନ ବନ୍ଦରରେ 50 ହଜାର ଲୋକଙ୍କୁ ସ୍କ୍ରିନିଂ କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର । ଅଧିକ ଖବର ପଢନ୍ତୁ...

ଦେଶର ସବୁ ଏୟାରପୋର୍ଟରୁ ସ୍କ୍ରିନିଂ ହୋଇଛନ୍ତି 50 ହଜାରରୁ ଊର୍ଦ୍ଧ୍ବ ଲୋକ
ଦେଶର ସବୁ ଏୟାରପୋର୍ଟରୁ ସ୍କ୍ରିନିଂ ହୋଇଛନ୍ତି 50 ହଜାରରୁ ଊର୍ଦ୍ଧ୍ବ ଲୋକ
author img

By

Published : Feb 2, 2020, 4:54 AM IST

ନୂଆଦିଲ୍ଲୀ: ଦେଶରେ ଭୟର କଳାବାଦଲ ଘୋଡାଇଥିବା କୋରୋନାକୁ ନେଇ ଏବେ ସମସ୍ତଙ୍କ ମନରେ ଆଶଙ୍କା ଓ ଛନକା । ଏହି ଭାଇରସର ଭୟାବହତା ଦେଖି ବିଶ୍ବ ସମୁଦାୟରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । ତେବେ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୁପେ ଆୟତ୍ତ କରିବା ଏବେ ଯାଏଁ ବି ସମ୍ଭବ ହୋଇପାରିନାହିଁ ।

ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସବୁ ପ୍ରକାରର ଚେଷ୍ଟା ଜାରି ରଖିଥିବା ବେଳେ ପ୍ରତିଟି ରାଜ୍ୟର ପ୍ରତିଟି ଜିଲ୍ଲାରେ ଏହାକୁ ନେଇ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବିମାନ ବନ୍ଦରରେ 52 ହଜାର ଲୋକଙ୍କୁ ସ୍କ୍ରିନିଂ କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର ।

ପ୍ରାୟ 326 ବିମାନରୁ ପ୍ରାୟ 52 ହଜାର ଲୋକଙ୍କୁ ସ୍କ୍ରିନିଂ କରାଯାଇଛି ଯେଉଁମାନେ ମୁଖ୍ୟତଃ ଚୀନ ଓ ତାର ଆଖପାଖ ପଡୋଶୀ ଅଞ୍ଚଳରୁ ଆସୁଛନ୍ତି । ସେଥିମଧ୍ୟରୁ 92 ଜଣ ଯେଉଁମାନଙ୍କ ଠାରେ ଏହି ଭାଇରସର ଲକ୍ଷଣ ଦେଖାଦେଇଛି ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ସେହିଭଳି 98ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ 97ଟି ନେଗେଟିଭ ଥିବା ଜଣାପଡିଛି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ରାଜଧାନୀ ରେ ଓଡିଶା ଟୁରିଯିମ ଆଣ୍ଡ ଟୁର ପକ୍ଷରୁ ଆରମ୍ଭ ହେବ ଦାଣ୍ଡିଆ ନାଇଟ
ଆମ ଭାରତ ର ସବୁ ରାଜ୍ୟ ରେ ଅଲଗା ଅଲଗା ପରମ୍ପରା ସହ ନିଜ ନିଜ ରାଜ୍ୟ ର ସ୍ୱତନ୍ତ୍ର ନୃତ୍ୟ ରହିଛି। ଯେମିତି କି ଗୁଜୁରାଟ ର ଦାଣ୍ଡିଆ ନାଚ, ଆଉ ଏହି ନାଚ ଟି ସାରା ବିଶ୍ୱ ପ୍ରସିଦ୍ଧ ,କାରଣ ଦଶହରା ରେ ମା ଦୁର୍ଗା ପାଇଁ ଏହି ନାଚ ଟି ନୃତ୍ୟ କରା ଯାଇଥାଏ। ବର୍ତ୍ତମାନ ଗୁଜୁରାଟ ସମେତ ସାରା ଦେଶ ରେ ଏହା ବ୍ୟବକ ଭାବରେ ଲୋକେ ପସନ୍ଦ କରୁଥିବା ଯୋଗୁ ଚଳିତ ବର୍ଷ ରାଜ୍ୟ ସରକାର ଙ୍କ ଟୁରିଯିମ ଦୀପାର୍ଟମେଣ୍ଟ ରାଜଧାନୀ ବାସୀ ଙ୍କ ପାଇଁ ଏକ ସ୍ଵତନ୍ତ୍ର ଦାଣ୍ଡିଆ ନାଇଟ ର ଆୟୋଜନ କରିଛି। ଯାହା ଦଶହାର ପର୍ବ ର ଅଷ୍ଟମୀ, ନବମୀ, ଦଶମୀ ଭୁବନେଶ୍ୱର ପାଂଥ ନିବାସ ରେ ହେବ। ଲୋକଙ୍କୁ ଖାଇବା ସହ ଭରପୁର ଆନଂଦ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଓଡିଶା ଟୁରିଯିମ କରୁଥିବା ବେଳେ ଜଣେ ଡାନ୍ସ କରିବା ପାଇଁ ହେଲେ 699 ଟଙ୍କା ଓ ନିଜ ଯୋଡ଼ି ସହ ଡାନ୍ସ କଲେ 1299 ଟଙ୍କା ରହିଛି।

Body:ରାଜଧାନୀ ରେ ଓଡିଶା ଟୁରିଯିମ ଆଣ୍ଡ ଟୁର ପକ୍ଷରୁ ଆରମ୍ଭ ହେବ ଦାଣ୍ଡିଆ ନାଇଟ
ଆମ ଭାରତ ର ସବୁ ରାଜ୍ୟ ରେ ଅଲଗା ଅଲଗା ପରମ୍ପରା ସହ ନିଜ ନିଜ ରାଜ୍ୟ ର ସ୍ୱତନ୍ତ୍ର ନୃତ୍ୟ ରହିଛି। ଯେମିତି କି ଗୁଜୁରାଟ ର ଦାଣ୍ଡିଆ ନାଚ, ଆଉ ଏହି ନାଚ ଟି ସାରା ବିଶ୍ୱ ପ୍ରସିଦ୍ଧ ,କାରଣ ଦଶହରା ରେ ମା ଦୁର୍ଗା ପାଇଁ ଏହି ନାଚ ଟି ନୃତ୍ୟ କରା ଯାଇଥାଏ। ବର୍ତ୍ତମାନ ଗୁଜୁରାଟ ସମେତ ସାରା ଦେଶ ରେ ଏହା ବ୍ୟବକ ଭାବରେ ଲୋକେ ପସନ୍ଦ କରୁଥିବା ଯୋଗୁ ଚଳିତ ବର୍ଷ ରାଜ୍ୟ ସରକାର ଙ୍କ ଟୁରିଯିମ ଦୀପାର୍ଟମେଣ୍ଟ ରାଜଧାନୀ ବାସୀ ଙ୍କ ପାଇଁ ଏକ ସ୍ଵତନ୍ତ୍ର ଦାଣ୍ଡିଆ ନାଇଟ ର ଆୟୋଜନ କରିଛି। ଯାହା ଦଶହାର ପର୍ବ ର ଅଷ୍ଟମୀ, ନବମୀ, ଦଶମୀ ଭୁବନେଶ୍ୱର ପାଂଥ ନିବାସ ରେ ହେବ। ଲୋକଙ୍କୁ ଖାଇବା ସହ ଭରପୁର ଆନଂଦ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଓଡିଶା ଟୁରିଯିମ କରୁଥିବା ବେଳେ ଜଣେ ଡାନ୍ସ କରିବା ପାଇଁ ହେଲେ 699 ଟଙ୍କା ଓ ନିଜ ଯୋଡ଼ି ସହ ଡାନ୍ସ କଲେ 1299 ଟଙ୍କା ରହିଛି ।

ବାଇଟ ଦିଲୀପ ମିଶ୍ର
ମାର୍କେଟିଙ୍ଗ ମ୍ୟାନେଜର, ଓଟିଡିସି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.