ETV Bharat / bharat

olx ରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ବିକ୍ରୟକୁ ନେଇ 30 ହଜାର କୋଟିର ବିବାଦୀୟ ଅଫର୍ - ଷ୍ଟାଚ୍ୟୁ ଅଫ୍ ୟୁନିଟି ଵିକ୍ରୟର ଆଡ୍

ଷ୍ଟାଚ୍ୟୁ ଅଫ୍ ୟୁନିଟି ଵିକ୍ରୟର ଆଡ୍ ନେଇ ଦାୟର୍ ହେଲା ମାମଲା। olx ରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ବିକ୍ରୟକୁ ନେଇ 30 ହଜାର କୋଟିର ବିବାଦୀୟ ଅଫର୍। ଅଧିକ ଖବର ପଢନ୍ତୁ...

Statue of Unity
olx ରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ବିକ୍ରୟକୁ ନେଇ 30 ହଜାର କୋଟିର ବିବାଦୀୟ ଅଫର୍
author img

By

Published : Apr 6, 2020, 12:44 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀ ମୃତ୍ୟୁର ବିଭୀଷିକା ରଚୁଥିବା ବେଳେ ଉଭୟ ବିରୋଧୀ ଏଵଂ ସରକାରୀ ଦଳ ମିଳିମିଶି ଏହାର ମୁକାବିଲା କରୁଛନ୍ତି । ତେଵେ ମହାମାରୀ କବଳରୁ ଦେଶକୁ ଏଯାଏଁ ରକ୍ଷା କରାଯାଇ ପାରିନାହିଁ । ପ୍ରତି ସେକେଣ୍ଡରେ ନୂଆ ନୂଆ ପଜିଟିଭ୍ କେସ୍ ବାହାରୁଛି । ଦେଶର ଏଭଳି ଅଵସ୍ଥାରେ କେତେକ ଅଚିହ୍ନା ଅପରାଧୀ olx ରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ବିକ୍ରୟ ସମ୍ଵନ୍ଧୀୟ ତଥ୍ୟ ପ୍ରଦାନ କରି ଅଡୁଆରେ ଫସିଛନ୍ତି ।

ଗୁଜୁରାଟ୍ ରାଜ୍ୟର ନର୍ମଦା ମାଟିରେ ପ୍ରତିଷ୍ଠିତ ସର୍ଦ୍ଦାର ବଲ୍ଲଵଭାଈ ପଟେଲ୍ ପ୍ରତିମୂର୍ତ୍ତିକୁ 30ହଜାର କୋଟି ଟଙ୍କାରେ ବିକ୍ରି କରାଯିଵ । ଏହି ଅର୍ଥକୁ ସରକାରୀ ହସପିଟାଲ୍ ଓ ମେଡିକାଲ୍ ଭିତ୍ତିଭୂମି ବାବଦରେ ଖର୍ଚ୍ଚ କରାଯିବ । କୋରୋନା ମହାମାରୀ ମୁକାଵିଲା ନିମନ୍ତେ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ବିକ୍ରୟ ହେଵ ଵୋଲି ଅଭିଯୁକ୍ତମାନେ olx ରେ ସୂଚନା ଦେଇଛନ୍ତି ।

2018 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିବା ବେଳେ,ଏହି ଘଟଣାକୁ ପୋଲିସ ଗୁରୁତର ସହିତ ବିଚାରକୁ ନେଇଛି । ଏ ସଂପର୍କରେ ଥାନା ଅଧିକାରୀ ପିଟି ଚୌଧୁରୀ ଏତଲା ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି । ମାମଲି ରୁଜୁ ପରେ olx ରୁ ଏସବୁ ତଥ୍ୟକୁ ହଟେଇ ଦିଆଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.