ETV Bharat / bharat

କୋରୋନା ବିରୋଧୀ ଲଢେଇ: 10 ଲକ୍ଷ ଦେଲେ ସିଏମ ମମତା - କରୋନା ସତର୍କତା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ 5 ଲକ୍ଷ ଟଙ୍କା ଏବଂ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ ପାଣ୍ଠିକୁ ଦେଶରେ କୋରୋନା ବିରୋଧୀ ଲଢେଇରେ ସହଯୋଗ କରିବାକୁ 5 ଲକ୍ଷ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

mamta
mamta
author img

By

Published : Mar 31, 2020, 9:21 PM IST

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ 5 ଲକ୍ଷ ଟଙ୍କା ଏବଂ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ ପାଣ୍ଠିକୁ ଦେଶରେ କୋରୋନା ବିରୋଧୀ ଲଢେଇରେ ସହଯୋଗ କରିବାକୁ 5 ଲକ୍ଷ ପ୍ରଦାନ କରିଛନ୍ତି ।

ସିଏମ ମମତା ବାନାର୍ଜୀ କହିଛନ୍ତି ଯେ, ସେ ତାଙ୍କର ସୀମିତ ସମ୍ବଳ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ 5 ଲକ୍ଷ ଟଙ୍କା ଏବଂ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ ପାଣ୍ଠିକୁ 5 ଲକ୍ଷ ଟଙ୍କା ଦେଉଛନ୍ତି । COVID-19 ମୁକାବିଲା ପାଇଁ ଆମ ଦେଶରେ ସମସ୍ତ ଉଦ୍ୟମକୁ ସମର୍ଥନ କରିବାକୁ ସେ ଟ୍ବିଟ କରିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି ଯେ, ସେ ଜଣେ ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ଭାବରେ କୌଣସି ବେତନ ଗ୍ରହଣ କରେ ନାହିଁ ଏବଂ 7 ଥର ସଂସଦ ସଦସ୍ୟ ହେବା ସତ୍ତ୍ବେ ମୁଁ ମୋର ସାଂସଦ ପେନ୍‌ସନ୍‌ ମଧ୍ୟ ଦେଇସାରିଛି । ତାଙ୍କର ଆୟର ମୂଳ ଉତ୍ସ ସୃଜନଶୀଳ କାର୍ଯ୍ୟ, ସଙ୍ଗୀତ ଏବଂ ପୁସ୍ତକରୁ ମିଳୁଥିବା ରୟାଲ୍ଟି ବୋଲି ସେ କହିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.