ETV Bharat / bharat

AAP ନେତା ରାଘବ ଚ‌ଢାଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ, କଡା ନିନ୍ଦା କଲେ କେଜ୍ରିୱାଲ

author img

By

Published : Dec 24, 2020, 9:34 PM IST

ରାଘବ ଚ‌ଢାଙ୍କ କାର୍ଯ୍ୟାଳରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

AAP ନେତା ରାଘବ ଚଡ୍‌ଢାଙ୍କ କାର୍ଯ୍ୟାଳ ଉପରେ ଆକ୍ରମଣ, କଡା ନିନ୍ଦା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଜଳବୋର୍ଡ ମୁଖ୍ୟାଳୟ ସ୍ଥିତ ରାଘବ ଚ‌ଢାଙ୍କ କାର୍ଯ୍ୟାଳରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆକ୍ରମଣକୁ କେଜ୍ରିୱାଲ କଡା ନିନ୍ଦା କରିବା ସହ ଏଥିପାଇଁ ଭାରତୀୟ ଜନତା ପାର୍ଟିକୁ କରିଛନ୍ତି ଟାର୍ଗେଟ ।

ସିଏମ କେଜ୍ରିୱାଲ ଟ୍ବିଟ କରି କହିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ବୁଝି ରଖିବା ଦରକାର ଯେ ଆମ ଆଦମୀ ପାର୍ଟି ଓ ମୋ ସରକାର ଅନ୍ତିମ ନିଶ୍ବାସ ଥିବା ପର୍ଯ୍ୟନ୍ତ ଚାଷୀଙ୍କ ସହିତ ରହିଛି । ଏପରି ଆକ୍ରମଣ ଯୋଗୁଁ ଆମେ ଭୟ କରିବୁନାହିଁ । ତେବେ ବିଜେପିର ଏପରି ଆକ୍ରମଣରେ ଉତ୍ତେଜିତ ନହୋଇ ସଂଯମତା ରକ୍ଷା କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଅପିଲ କରିଛନ୍ତି କେଜ୍ରିୱାଲ ।

ସେପଟେ ଦିଲ୍ଲୀ ବୋର୍ଡର ଉପ ଅଧ୍ୟକ୍ଷ ରାଘବ ଚ‌ଢା ମଧ୍ୟ ଏହି ଆକ୍ରମଣକୁ ନେଇ ବିଜେପି ଉପରେ ଅଭିଯୋଗ ଲଗାଇଛନ୍ତି । ଚଡ୍‌ଢା କହିଛନ୍ତି, ବିଜେପିର ଗୁଣ୍ଡାମାନେ ଧମକ ଦେଉଛନ୍ତି ଯେ ଚାଷୀଙ୍କ ପକ୍ଷ ନେବାରୁ କେଜ୍ରିୱାଲ ବିରତ ରୁହନ୍ତୁ ନଚେତ ଏପରି ଆହୁରି ଆକ୍ରମଣ ଦଳର ବିଧାୟକ ଓ ନେତାଙ୍କ କାର୍ଯ୍ୟାଳୟରେ ହେବ ।

ରାଘବଙ୍କ କାର୍ଯ୍ୟାଳୟରେ ଅନେକ ଭଙ୍ଗାରୁଜା ହୋଇଛି । ଟ୍ବିଟ କରି ଏହି ଘଟଣାର ଏକ ଭିଡିଓ ସେୟାର କରିଛନ୍ତି ରାଘବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.