ETV Bharat / bharat

କୋରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା 1765କୁ ବୃଦ୍ଧି

ମହାମାରୀ ରୂପ ନେଇ ବିଶ୍ବବାସୀଙ୍କ ମନରେ ଆତଙ୍କ ଖେଳାଇଛି କୋରୋନା । ଚୀନର ଉହାନରେ ଜନ୍ମିଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା 1765 ଜଣଙ୍କର ମୁଣ୍ଡ ନେଇଥିବାବେଳେ, ଏଥିରେ 67 ହଜାର 535 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

author img

By

Published : Feb 17, 2020, 5:19 AM IST

corona virious
କୋରୋନା ମୃତ୍ୟୁ ସଂଖ୍ୟା 1765କୁ ବୃଦ୍ଧି

ବେଜିଂ: ପ୍ରାଣଘାତୀ ସାଜିଛି କୋରୋନା ଭାଇରସ । ମହାମାରୀ ରୂପ ନେଇ ବିଶ୍ବବାସୀଙ୍କ ମନରେ ଆତଙ୍କ ଖେଳାଇଛି କୋରୋନା । ଚୀନର ଉହାନରେ ଜନ୍ମିଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା 1765 ଜଣଙ୍କର ମୁଣ୍ଡ ନେଇଥିବାବେଳେ, ଏଥିରେ 67 ହଜାର 535 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ କହିଛନ୍ତି ଯେ, ଏହି ଭାଇରସରେ ସର୍ବାଧିକ ପ୍ରଭାବିତ ହୁବେଇ ହୋଇଛି । କାରଣ ଶୁକ୍ରବାର ସୁଦ୍ଧା 2 ହଜାର 420 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ, ସେଥିମଧ୍ୟରୁ 139 ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାବ୍ୟତୀତ ହେନାନରେ 2, ବେଜିଙ୍ଗ ଏବଂ ଚୋଙ୍ଗକ୍ବିଙ୍ଗରେ ମିଶି 2 ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.