ETV Bharat / bharat

ବନ୍ୟା ପାଇଁ ଅଗ୍ରୀମ ସହାୟତା: ବିହାର-କର୍ଣ୍ଣାଟକକୁ 1813 କୋଟି ଦେଲା କେନ୍ଦ୍ର - ବିହାରକୁ ବନ୍ୟା ସହାୟତା ଦେଲା କେନ୍ଦ୍ର

କେନ୍ଦ୍ର ସରକାର ବିହାର ଓ କର୍ଣ୍ଣାଟକ ବନ୍ୟା ବିପନ୍ନଙ୍କ ପାଇଁ  ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Oct 4, 2019, 10:12 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିହାର ଓ କର୍ଣ୍ଣାଟକ ବନ୍ୟା ବିପନ୍ନଙ୍କ ପାଇଁ ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି । ଦୁଇ ରାଜ୍ୟ ପାଇଁ ମୋଟ 1813.75 କୋଟିର ଅଗ୍ରୀମ ସହାୟତା ରାଶିକୁ ମଞ୍ଜୁରୀ ଦେଇଛନ୍ତି ।

ବନ୍ୟା ପାଇଁ ଅଗ୍ରୀମ ସହାୟତା
ଫଟୋ ସୌଜନ୍ୟ: ଏଏନଆଇ

ବିହାର ପାଇଁ 613.75 କୋଟି ଓ କର୍ଣ୍ଣାଟକ ପାଇଁ 1200 କୋଟିର ସହାୟତା ରାଶିକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହାସହ କେନ୍ଦ୍ର ଦ୍ବିତୀୟ କିସ୍ତିରେ ବିହାର ପାଇଁ 213 କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି ।

ଏହି ରାଶି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି, ଏସଡିଆରଏଫ, ଏନଡିଆରଏଫ ପାଣ୍ଠିର ମାନଦଣ୍ଡ ଆଧାରରେ ପ୍ରଦାନ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.