ନୂଆଦିଲ୍ଲୀ: ସିବିଆଇର ସ୍ବତନ୍ତ୍ର ଅଦାଲତ ରବର୍ଟ ଭଦ୍ରାଙ୍କ ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି । ସ୍ପେଶିଆଲ ଜଜ୍ ଅରବିନ୍ଦ କୁମାର ଭଦ୍ରାଙ୍କୁ 6 ସପ୍ତାହ ପାଇଁ ଆମେରିକା ଏବଂ ନେଦରଲ୍ୟାଣ୍ଡ ଯିବାପାଇଁ ଅନୁମତି ଦେଇଛନ୍ତି ।
ସୂଚନାଯୋଗ୍ୟ, ଭଦ୍ରା ଦିଲ୍ଲୀର ଅବେନ୍ୟୁ ଅଦାଲତରେ ଏକ ମେଡିକାଲ ସାର୍ଟିଫିକେଟ ଦାଖଲ କରିଥିଲେ । ତେବେ ତାଙ୍କୁ ଟ୍ୟୁମର ଥିବାରୁ ସେ ଲଣ୍ଡନ ଯିବାକୁ ଅନୁମତି ମାଗିଥିଲେ ।
ଅଦାଲତରେ ଶୁଣାଣି ସମୟରେ ଭଦ୍ରାଙ୍କ ଓକିଲ କହିଥିଲେ, କୋର୍ଟଙ୍କୁ ଅନୁମତି ଦେବା ନେଇ ଯଦି କୌଣସି ପ୍ରକାର ଅସୁବିଧା ଥାଏ । ତେବେ ସେ ଲଣ୍ଡନ ଯିବାକୁ ଅନୁମତି ନାହିଁ ।