ETV Bharat / bharat

ଜେପି ନଡ୍ଡାଙ୍କ ସମେତ 1000 ଲୋକଙ୍କ ବିରୋଧରେ ମାମଲା ରୁୁଜୁ କରିବ କେରଳ ପୋଲିସ - kerala bjp

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ 1000 ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବ କେରଳ ପୋଲିସ । ସାଧାରଣ ସଭାରେ କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ରୁଜୁ କରିବ । ଅଧିକ ପଢନ୍ତୁ...

Case will register against 1000 people including
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ 1000 ଲୋକଙ୍କ ବିରୋଧରେ ମାମଲା ରୁୁଜୁ କରିବ କେରଳ ପୋଲିସ
author img

By

Published : Feb 5, 2021, 10:15 PM IST

ଥିରୁଅନନ୍ତପୁରମ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ 1000 ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବ କେରଳ ପୋଲିସ । ସାଧାରଣ ସଭାରେ କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ରୁଜୁ କରିବ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ 1000 ଲୋକଙ୍କ ବିରୋଧରେ ମାମଲା ରୁୁଜୁ କରିବ କେରଳ ପୋଲିସ

କେରଳ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଥିସୁରରେ ଥେକିନକାଡ ମୈଦାନରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହି ସଭାରେ କୋରୋନା ଗାଇଡଲାଇନର ପାଳନ ନ କରିବା ଓ ମହାମାରୀ ଆଇନକୁ ଅବମାନନା ତଥା ଉଲ୍ଲଙ୍ଘନକୁ ନେଇ କେରଳ ପୋଲିସ ବିଜେପି ଅଧ୍ୟକ୍ଷଙ୍କ ସମେତ ସାଧାରଣ ସଭାରେ ଯୋଗ ଦେଇଥିବା 1000 ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବ ବୋଲି କହିଛି କେରଳ ପୋଲିସ । ଏହି ସାଧାରଣ ସଭାରେ ରାଜ୍ୟ ନେତୃବୃନ୍ଦ ସହ ଜିଲ୍ଲାସ୍ତରୀୟ ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ସାଧାଣ ସଭାରେ ଲୋକଙ୍କ ପ୍ରବଳି ଗହଳି ଦେଖିବାକୁ ମିଳିଥିଲା ।

ସୂଚନାଥାଉକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେରଳ ଗସ୍ତରେ ଯାଇ ଦଳକୁ ମଜବୁତ କରିବା ପାଇଁ ବିଭିନ୍ନ ସାଧାରଣ ସଭାରେ ଯୋଗଦେଇଥିଲେ । ସେ ସାବରୀମାଳା ମନ୍ଦିର ମଧ୍ୟ ଦର୍ଶନ କରିଥିଲେ । ଏହା ସହ କେରଳରେ ଦଳ କି ଭଳି ଅଗ୍ରଗତି କରିବ ସେ ନେଇ ରାଜ୍ୟସ୍ତରୀୟ ଦଳୀୟ କର୍ମୀ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.