ETV Bharat / bharat

ଭାରସାମ୍ୟ ହରାଇ ହ୍ରଦକୁ ଖସିଲା କାର୍, 3 ମୃତ

author img

By

Published : Feb 21, 2020, 10:12 AM IST

ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ କାର ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ । ବର୍ତ୍ତମାନ ପର୍ଯ୍ୟନ୍ତ ଡ୍ରାଇଭରଙ୍କ ମୃତ ଦେହ ନିଖୋଜ ରହିଥିବା ଜଣାପଡିଛି । ଅଧିକ ଜାଣନ୍ତୁ...

car-acciedent-in-gouri-lake-of-bhind-in-madhyapradesh-three-death
ହ୍ରଦରେ କାର ଭାରସାମ୍ୟହରାଇ ଖସିପଡିଲା, 3ମୃତ

ଭୋପାଲ: ପବିତ୍ର ଶିବରାତ୍ରୀ ଅବସରରେ ଏକ ଶ୍ରଦ୍ଧାଳୁଙ୍କ କାର ଦୁର୍ଘଟଣାଗ୍ରସ୍ତ । ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କ ମୃତଦେହ ଉଦ୍ଧାର କରିଛି ।

car-acciedent-in-gouri-lake-of-bhind-in-madhyapradesh-three-death
ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ କାର ଦୁର୍ଘଟଣାଗ୍ରସ୍ତ

ଖବର ମୁତାବକ ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଗତକାଲି ରାତିରେ ଏକ କାର ଭାରସାମ୍ୟ ହରାଇ ଗୌରୀ ହ୍ରଦରେ ଖସିପଡିବାରୁ ତିନିଜଣ ମୃତ୍ୟୁବରଣ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାର ଓ ମୃତଦେହକୁ ଉଦ୍ଧାର କରିଛି । ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ସହ ଅନ୍ୟାନ୍ୟ ଅଧିକାରୀ ପହଞ୍ଚିଛନ୍ତି । କେଉଁ କାରଣରୁ ଏଭଳି ଘଟଣା ଘଟିଛି ବର୍ତ୍ତମାନ ପୋଲିସ ତଦନ୍ତ ଜାରୀ ରଖିଛି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.