ETV Bharat / bharat

‘ନିର୍ବାଚନ ଆୟୋଗ ଗଣତନ୍ତ୍ରର ହତ୍ୟା କରୁଛି’ - ନିର୍ବାଚନ ଆୟୋଗ

ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ ନିର୍ବାଚନ ପ୍ରଚାର ଉପରେ ରୋକ୍ ଲଗାଇବା ପରେ ବର୍ଷିଛନ୍ତି। ନିର୍ବାଚନ ଆୟୋଗ ଗଣତନ୍ତ୍ରର ହତ୍ୟା କରୁଛନ୍ତି ବୋଲି ମାୟା ଅଭିଯୋଗ କରିଛନ୍ତି ।

ଫାଇଲ ଫଟୋ
author img

By

Published : Apr 16, 2019, 8:57 AM IST

ପ୍ରୟାଗରାଜ: ବହୁଜନ ସମାଜ ପାର୍ଟି( ବିଏସପି) ସୁପ୍ରିମୋ ମାୟାବାତୀଙ୍କୁ ନିର୍ବାଚନ ପ୍ରଚାର ଉପରେ ରୋକ୍ ଲଗାଯିବା ପରେ ଏହାକୁ ନେଇ ନିର୍ବାଚନ କମିଶନ ଉପରେ ଖୁବ୍ ବର୍ଷିଛନ୍ତି ମାୟାବତୀ । ମାୟାବତୀ କହିଛନ୍ତି, ନିର୍ବାଚନ ଆୟୋଗ ଯେପରି ରୋକ୍ ଲଗାଇଛନ୍ତି ଏହା ଗଣତନ୍ତ୍ରର ହତ୍ୟା ଅଟେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଟାର୍ଗେଟ କରିବାକୁ ଯାଇ କହିଛନ୍ତି, ଲୋକଙ୍କ ମଧ୍ୟରେ ଘୃଣା ଭାବ ପ୍ରସାର କରିବା ପାଇଁ ଉଭୟଙ୍କୁ ନିର୍ବାଚନ କମିଶନ ଯେପରି ସ୍ବାଧିନତା ଦେଇଛନ୍ତି। ଉଭୟଙ୍କ କଥା ଯେତେବେଳେ ସାମ୍ନାକୁ ଆସେ କମିଶନ ଆଖି ମୁଜି ଦିଅନ୍ତି ।

ସୂଚନା ମୁତାବକ, ଗତ ସପ୍ତାହରେ ଦେବବନ୍ଦରେ ଆୟୋଜିତ ଏକ ରାଲିରେ ଅଖିଳେଶ ଓ ମାୟାବତୀ ଯୋଗଦେଇଥିଲେ । ଏଥିରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ସହ ତାଙ୍କ ଭାଷଣରେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ନିର୍ବାଚନ କମିଶନ ତାଙ୍କ ଉପରେ ନିଷେଧାଦେଶ ଜାରି କରିଥିଲେ।

ଅନ୍ୟପକ୍ଷରେ ସାଂପ୍ରଦାୟିକ ଭାଷଣକୁ ନେଇ ସ୍ପଷ୍ଟି କରଣ ଦେଇଛନ୍ତି ମାୟାବତୀ। ସେ କହିଛନ୍ତି, ରାଲିରେ ମୁଁ କୌଣସି ଜାତି, ଧର୍ମକୁ ନେଇ ଭୋଟ୍ ମାଗି ନଥିଲି। ମୁଁ କେବଳ ମୁସଲମାନ ସଂପ୍ରଦାୟ ଭାଇ ଭଉଣୀଙ୍କୁ କହିଥିଲେ ମତଦାନ ବେଳେ ନିଜ ମତକୁ ବାଣ୍ଟନ୍ତୁ ନାହିଁ। କିନ୍ତୁ ନିର୍ବାଚନ ଆୟୋଗ ଏହି ମାମଲାକୁ ଅଧିକ ଏଣେତେଣୁ କରି କହୁଛନ୍ତି ।

Intro:Body:

fgdgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.