ETV Bharat / bharat

ନନ୍ଦାଦେବୀରୁ ମିଳିଲା 5 ନିଖୋଜ ବିଦେଶୀ ପର୍ବତାରୋହୀଙ୍କ ମୃତଦେହ

7 ଜଣ ନିଖୋଜ ବିଦେଶୀ ପର୍ବତାରୋହୀଙ୍କ ମଧ୍ୟରୁ 5 ଜଣଙ୍କ ମୃତଦେହ ଉତ୍ତରାଖଣ୍ଡର ନନ୍ଦାଦେବୀ ପୂର୍ବ ଶୃଙ୍ଗରୁ ମିଳିଛି । ହିମସ୍ଖଳନ କାରଣରୁ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ଜୋଗଦାଣ୍ଡେ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jun 4, 2019, 9:01 AM IST

ଡେରାଡୁନ: କିଛିଦିନ ହେବ ନିଖୋଜ ଥିବା 7 ଜଣ ବିଦେଶୀ ପର୍ବତାରୋହୀଙ୍କ ମଧ୍ୟରୁ 5 ଜଣଙ୍କ ମୃତଦେହ ଉତ୍ତରାଖଣ୍ଡର ନନ୍ଦାଦେବୀ ପୂର୍ବ ଶୃଙ୍ଗରୁ ମିଳିଛି । ଭାରତୀୟ ବାୟୁସେନା ନିଖୋଜ ବିଦେଶୀ ପର୍ବତାରୋହୀଙ୍କ ମୃତଦେହ ଠାବ କରିଛି ।

8 ସଦସ୍ୟ ବିଶିଷ୍ଟ ଏହି ପର୍ବତାରୋହୀଙ୍କ ଦଳ ବ୍ରିଟେନ, ଆମେରିକା ଓ ଅଷ୍ଟ୍ରେଲିଆର ନାଗରିକ ହୋଇଥିବାବେଳେ ନନ୍ଦାଦେବୀ ପୂର୍ବ ଶୃଙ୍ଗ ଆରୋହଣ ସମୟରେ ନିଖୋଜ ହୋଇଯାଇଥିଲେ । ଖୋଜିବା ଅଭିଯାନ ସମୟରେ ଭାରତୀୟ ବାୟୁ ସେନାର ହେଲିକପ୍ଟର 5 ଜଣ ନିଖୋଜ ବିଦେଶୀ ପର୍ବତାରୋହୀଙ୍କ ମୃତଦେହ ଦେଖିଥିବା ପିଥୌରାଗଡ ଜିଲ୍ଲାଧିକାରୀ ବି.କେ ଜୋଗଦାଣ୍ଡେ ସୂଚନା ଦେଇଛନ୍ତି ।

ହିମସ୍ଖଳନ କାରଣରୁ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ଜୋଗଦାଣ୍ଡେ କହିଛନ୍ତି । ଏଥିସହ କେନ୍ଦ୍ରକୁ ରିପୋର୍ଟ କରାଯାଇଥିବାବେଳେ ନିର୍ଦ୍ଦେଶ ମିଳିଲେ ଆଗକୁ ଅଭିଯାନ ଜାରି ରହିବ ବୋଲି ଜୋଗଦାଣ୍ଡେ ପ୍ରତିକ୍ରିୟା ଦେଇଛନ୍ତି ।

Intro:Body:

bhata kha

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.