ETV Bharat / bharat

ମହାରାଷ୍ଟ୍ର ନିର୍ବାଚନ: ରହିଲେ 52 କଟିଲେ 12 - ମହାରାଷ୍ଟ୍ର ନିର୍ବାଚନ

ମହାରାଷ୍ଟ୍ର ବିଧାନସଭ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି । 125ଟି ଆସନରେ ବିଜେପି ଓ 124 ଆସନରେ ଲଢିବ ଶିବସେନା । ବିଜେପିରେ ବର୍ତ୍ତମାନର 12 ଜଣ ବିଧାୟକଙ୍କ ଟିକଟ କାଟି ଦିଆଯାଇଥିବା ବେଳେ 52 ଜଣ ବିଧାୟକଙ୍କୁ ଟିକଟ ପ୍ରଦାନ ।

ଡିଜାଇନ ଫଟୋ
author img

By

Published : Oct 1, 2019, 3:23 PM IST

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ଓ ଶିବସେନା ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେପି 125 ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି । ଅନ୍ୟପକ୍ଷେ ଶିବସେନା 124 ଆସନରେ ଲଢିବା ନେଇ ନିଷ୍ପତ୍ତି ହୋଇଛି ।

ତାଲିକା ଅନୁଶାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନାଗପୁର ଦକ୍ଷିଣ-ପଶ୍ଚିମରୁ ନିର୍ବାଚନ ଲଢିବେ । ସେହିପରି ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କୋଥରୁଡ ଓ ପଙ୍କଜା ମୁଣ୍ଡେ ପରଲି ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

mh
ଫଟୋ ସୌଜନ୍ୟ: ଇଟିଭି ଭାରତ

ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ରାଧାକୃଷ୍ଣ ବିଖେ ପାଟିଲଙ୍କୁ ଶିରିଡିରୁ ଟିକଟ ମିଳିଛି । ସେହିପରି ରାଷ୍ଟ୍ରମନ୍ତ୍ରୀ ଗିରିଶ ମହାଜନଙ୍କୁ ଜାମନେରରୁ ପ୍ରାର୍ଥୀ କରାଯାଇଛି ।

ମହାରାଷ୍ଟ୍ର ବିଧାନସଭାରେ ମୋଟ 288 ସିଟ ରହିଛି । ବିଜେପି-ଶିବସେନା ମଧ୍ୟରେ 249 ସିଟ ପାଇଁ ସହମତି ହୋଇସାରିଥିବା ବେଳେ ବାକି 39 ସିଟର ନିଷ୍ପତ୍ତି ଆସିବା ବାକି ରହିଛି । ବିଜେପିରେ ବର୍ତ୍ତମାନର 12 ଜଣ ବିଧାୟକଙ୍କ ଟିକଟ କାଟି ଦିଆଯାଇଥିବା ବେଳେ 52 ଜଣ ବିଧାୟକଙ୍କୁ ଟିକଟ ପ୍ରଦାନ କରାଯାଇଛି ।

Intro:निवडणुकीच्या तोंडावर महाराष्ट्राचे मुख्यमंत्री देवेंद्र फडणवीस यांना सर्वोच्च झटका बसला आहे....2014 च्या विधानसभा निवडणुकीच्या वेळी दिलेल्या प्रतिज्ञापत्रात गुन्ह्यांची माहिती लपवल्या संदर्भात सर्वोच्च न्यायालयाने उच्च न्यायालयाचा निकाल रद्द करून नव्याने खटला चालवण्याचा आदेश दिला आहे Body:मुख्यमंत्री देवेंद्र फडणवीस यांनी 2014 साली झालेल्या निवडनिकीच्या अर्जा सोबत जोडलेल्या प्रतिज्ञापत्रात त्यांच्यावर असलेल्या गुन्ह्याची माहिती दिली नव्हती...याचिकाकर्त्यांच्या मते देवेंद्र फडणवीस यांच्यावर दोन गुन्हे नोंद आहेत,मात्र त्यांनी 2009 आणि 2014 साली झालेल्या निवडणुकीच्या दरम्यान त्यांनी दोन्ही गुन्ह्यांची माहिती लपवली...या विरुद्ध याचिकाकर्त्य सतीश उके यांनी
या संदर्भात मुंबई उच्च न्यायालयाच्या नागपूर खंडपीठात याचिका दाखल केली होती मात्र उच्च न्यायालयाने ती याचिका फेटाळून लावल्यानंतर त्यांनी सर्वोच्च न्यायालयात याचिका दाखल केली होती...यावर सर्वोच्च न्यायालयाच्या तीन न्यायाधीशांच्या बेंच ने मुख्यमंत्री देवेंद्र फडणवीस यांच्या विरुद्ध प्रलंबित गुन्हेगारी खटल्यांचा सर्व तपशील जाहीर न केल्याबद्दल खटला चालविण्यासंदर्भात आदेश दिलाय...सर्वोच्च न्यायालयाचा आदेश हा देवेंद्र फडणवीस यांना सर्वोच्च न्यायालयाचा झटका मानला जातोय...

Conclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.