ETV Bharat / bharat

ବିହାରରେ କାନ୍ଥ ପଡି 6 ମୃତ - ବିହାରରେ କାନ୍ଥ ପଡି 6 ମୃତ

ରବିବାର ବିହାରରେ ଭାଗଲପୁରର ତିନୋଟି ଅଲଗା ଅଲଗା ସ୍ଥାନରେ କାନ୍ଥ ଭୁସୁଡି 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ କାନ୍ଥ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।

ଫାଇଲ ଫଟୋ
author img

By

Published : Sep 29, 2019, 2:29 PM IST

ପାଟନା: ବିହାରରେ କାନ୍ଥ ଭୁସୁଡି 6 ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ବିହାରରେ ଭାଗଲପୁରର ତିନୋଟି ଅଲଗା ଅଲଗା ସ୍ଥାନରେ କାନ୍ଥ ଭୁସୁଡି 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ କାନ୍ଥ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ସୂଚନା ଅନୁଯାୟୀ, ବିହାରରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ହନୁମାନ ଘାଟ, ମାୟାଗଞ୍ଜ ଏବଂ ମହାରାଜା ଘାଟରେ କାନ୍ଥ ଭୁସୁଡି ପଡିଛି । ଯେଉଁଥିରେ 6 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକ ମାନଙ୍କ ମଧ୍ୟରେ ଜଣେ ବୃଦ୍ଧ ଏବଂ ଜଣେ ଶିଶୁ ଥିବା ଜଣାପଡିଛି ।

ସେହିପରି ବିହାରର ଖଗୋଲରେ ଏକ ଚଳନ୍ତା ଅଟୋ ଉପରେ ପୁରୁଣା ଗଛ ଉପୁଡି ପଡିବାରୁ 4 ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

Intro:Body:

hgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.