ETV Bharat / bharat

ପ୍ରଭୁଙ୍କୁ ଭକ୍ତ ଦେବେ 10 କୋଟି - ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର

ରାମଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଭକ୍ତ ହନୁମାନ ଦେବେ 10 କୋଟି ସହାୟତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭଗବାନଙ୍କୁ ଭକ୍ତ ଦେବେ 10 କୋଟି
ଭଗବାନଙ୍କୁ ଭକ୍ତ ଦେବେ 10 କୋଟି
author img

By

Published : Feb 5, 2020, 5:10 PM IST

ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଘୋଷଣା କରିଛନ୍ତି । ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମରେ ଏହି ଟ୍ରଷ୍ଟ ଗଠନ ହେବ । ଟ୍ରଷ୍ଟର ରୂପରେଖ କଣ ହେବ ଆଜି ମଧ୍ୟରାତ୍ରୀ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ । ଯେଉଁଥିରେ ଟ୍ରଷ୍ଟରେ ଥିବା ସମସ୍ତ ସଦସ୍ୟଙ୍କ ନାଁ ମଧ୍ୟ ପ୍ରକାଶ ପାଇବ ।

ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ବାଗତ କରିବା ସହ ରାମ ମନ୍ଦିର ନିର୍ମାଣ ପାଇଁ 10 କୋଟି ପ୍ରଦାନ କରିବାକୁ ଘୋଷଣା କରିଛି ବିହାରର ରାଜଧାନୀ ପାଟନାସ୍ଥିତ ପ୍ରସିଦ୍ଧ ମହାବୀର ମନ୍ଦିର । ଏହି ମନ୍ଦିର ନ୍ୟାସର ସଚିବ ଆଚାର୍ଯ୍ୟ କିଶୋର କୃଣାଳ ଏନେଇ ଘୋଷଣା କରିଛନ୍ତି ।

ମନ୍ଦିରର ଆଚାର୍ଯ୍ୟ କହିଛନ୍ତି ଯେ, ଯେତେବେଳେ ଭାଗବାନଙ୍କ ମନ୍ଦିର ନିର୍ମାଣ ଆରମ୍ଭ ହେବ ତୁରନ୍ତ ମହାବୀର ନ୍ୟାସ ଏହି ଅର୍ଥ ପ୍ରଦାନ କରିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ବହୁ ଦିନ ଆଗରୁ ଏହି ଅର୍ଥ ମହାବୀର ମନ୍ଦିର ମଞ୍ଜୁର କରିଛି । ଏହାସହ ବୁଧବାର ଟ୍ରଷ୍ଟ ଗଠନର ଘୋଷଣା କରିବା ପରେ ଆଚାର୍ଯ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.