ଶ୍ରୀନଗର: ଜମ୍ମୁ କଶ୍ମୀରର ଅବନ୍ତୀପୌରାରେ ହୋଇଥିବା ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ ସଫଳତା । ସେଠାରେ ସୁରକ୍ଷାବଳ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଜୈଶ-ଏ-ମହମ୍ମଦର 2 ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏବେ ବି ଚାଲିଛି ଅପରେସନ ।
ଶନିବାର ଅବନ୍ତୀପୌରାର ଆତଙ୍କୀ ସଙ୍ଗଠନ ଜୈଶର ଜଣେ ଟପ କମାଣ୍ଡର ସମେତ ଅନ୍ୟ 2 ଆତଙ୍କବାଦୀଙ୍କୁ ଘେରି ନେଇଥିଲା ଜମ୍ମୁ କାଶ୍ମୀର ପୋଲିସ । ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା କାଶ୍ମୀର ଜୋନ ପୋଲିସ ଜଣାଇଛି ।
ଅବନ୍ତୀପୌରା ଏନକାଉଣ୍ଟର: ପୋଲିସ ଗୁଳିରେ 2 ଜୈଶ ଆତଙ୍କବାଦୀ ମୃତ - two terrorists killed in Awantipora
ଅବନ୍ତୀପୌରାରେ ହୋଇଥିବା ଏନକାଉଣ୍ଟରରେ ଜମ୍ମୁ କାଶ୍ମୀର ପୋଲିସକୁ ମିଳିଛି ବଡ ସଫଳତା । ସେଠାରେ ସୁରକ୍ଷା ବଳ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଜୈଶ-ଏ-ମହମ୍ମଦର 2 ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏବେ ବି ଚାଲିଛି ଅପରେସନ । ଅଧିକ ପଢନ୍ତୁ...
ଅବନ୍ତିପୁରା ଏନକାଉଣ୍ଟର: ପୋଲିସ ଗୁଳିରେ ଜୈଶର 2 ଆତଙ୍କବାଦୀ ମୃତ
ଶ୍ରୀନଗର: ଜମ୍ମୁ କଶ୍ମୀରର ଅବନ୍ତୀପୌରାରେ ହୋଇଥିବା ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ ସଫଳତା । ସେଠାରେ ସୁରକ୍ଷାବଳ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଜୈଶ-ଏ-ମହମ୍ମଦର 2 ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏବେ ବି ଚାଲିଛି ଅପରେସନ ।
ଶନିବାର ଅବନ୍ତୀପୌରାର ଆତଙ୍କୀ ସଙ୍ଗଠନ ଜୈଶର ଜଣେ ଟପ କମାଣ୍ଡର ସମେତ ଅନ୍ୟ 2 ଆତଙ୍କବାଦୀଙ୍କୁ ଘେରି ନେଇଥିଲା ଜମ୍ମୁ କାଶ୍ମୀର ପୋଲିସ । ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା କାଶ୍ମୀର ଜୋନ ପୋଲିସ ଜଣାଇଛି ।
ଅବନ୍ତିପୁରା ଏନକାଉଣ୍ଟର: ପୋଲିସ ଗୁଳିରେ ଜୈଶର 2 ଆତଙ୍କବାଦୀ ମୃତ
ଅବନ୍ତିପୁରା ଏନକାଉଣ୍ଟର: ପୋଲିସ ଗୁଳିରେ ଜୈଶର 2 ଆତଙ୍କବାଦୀ ମୃତ
Intro:Body:
Conclusion:
encounter in tral pulwama
Conclusion: