ETV Bharat / bharat

ଆସାମରେ ଜଳ ପ୍ରଳୟ, 12 ଜିଲ୍ଲାର 2.79 ଲକ୍ଷ ଲୋକେ ପ୍ରଭାବିତ - Assam flood situation slightly improves

ଆସାମରେ ଆସିଛି ବନ୍ୟା। ଫଳରେ 12 ଜିଲ୍ଲାର 2.79 ଲକ୍ଷ ଲୋକେ ପ୍ରଭାବିତ । ଚଳିତ ବର୍ଷରେ ବନ୍ୟାରେ ଗଲାଣୀ 120 ଜୀବନ। ଅଧିକ ପଢନ୍ତୁ....

Assam flood situation slightly improves, 2.79 lakh still hit
ଆସାମରେ ଜଳ ପ୍ରଳୟ, 12 ଜିଲ୍ଲାର 2.79 ଲକ୍ଷ ଲୋକେ ପ୍ରଭାବିତ
author img

By

Published : Sep 30, 2020, 9:45 AM IST

ଗୌହାଟୀ: ଆସାମରେ ବନ୍ୟାରେ ଆସିଛି ବନ୍ୟା। 12 ଜିଲ୍ଲାର 2.79 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଏହା ସହ ବନ୍ୟାରେ ଜଣଙ୍କର ମୃତ୍ୟୁ ହୋଇଛି । ଚଳିତ ବର୍ଷରେ ବନ୍ୟାରେ ମୋଟ ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି ପାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି । 460 ଗାଁ ଜଳବନ୍ଦୀରେ ଥିବା ବେଳେ 27,505 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ନାଗାଓଁ ଜିଲ୍ଲାରେ ପ୍ରଶାସନ 39 ଟି ରିଲିଫ କ୍ୟାମ୍ପ କରାଯାଇ ବନ୍ୟା ପ୍ରପୀଡିତଙ୍କୁ ଆଶ୍ରୟ ଦିଆଯାଇଛି ।

ଧମାଜୀ, ବିଶ୍ବନାଥ, କାମ୍ରୁପ, ହୋଜାଇ, ନାଗାଓଁ, ମଜୁଲି, ଜୋରହାଟ, ମୋରିଗାଓଁ, ଟିନୁସୁକିଆ, ଡିବ୍ରୁଗଡ ଓ ସିଭାସାଗର ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ପ୍ରାୟ 50,000 ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହାସହ ରାସ୍ତା, ବ୍ରିଜ୍, କଲଭର୍ଟ, ନିର୍ମାଣଧିନ କୋଠ ଧୋଇ ହୋଇଯାଇଛି । ବ୍ରହ୍ମପୁତ୍ର ନଦୀ ଜୋରହାଟର ନେମାଟିଘାଟ, କାମ୍ରୁପ ଗୁଆହାଟୀ ଓ ସୋନିତପୁର ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାସହ ଦୁଇଟି ଉପନଦୀ ଜିଆ ଭରଲି ଓ କୋପିଲି ସୋନିଟପୁର , ନାଗାଓଁ ଜିଲ୍ଲାରେ ବିପଦ ସଙ୍କେତ ଦେଇ ଗତି କରୁଛି ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.