ଶ୍ରୀନଗର: ଜମ୍ମୁକାଶ୍ମୀରର ଉଦ୍ଧାମପୁର ଜିଲ୍ଲା ସେନା କ୍ୟାମ୍ପରେ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ପ୍ରିନ୍ସ କୁମାର ନାମକ ଜଣେ 25 ବର୍ଷୀୟ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳିଚଳାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯବାନଙ୍କ ଘର ପଞ୍ଜାବ ହୋସିଆରପୁର ଜିଲ୍ଲାରେ। ଜମ୍ମୁର ଉଦ୍ଧାମପୁର ଜିଲ୍ଲାରେ ଥିବା 112 ଟେରିଟୋରିଆଲ ଆର୍ମିର ଚିନାର କ୍ୟାମ୍ପରେ ଗାର୍ଡ ଭାବେ ନିୟୋଜିତ ଥିଲେ ପ୍ରିନ୍ସ। ତାଙ୍କର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ସେନା କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା - ସେନା କ୍ୟାମ୍ପରେ ଜବାନ ଆତ୍ମହତ୍ୟା
ଜାମ୍ମୁ କାଶ୍ମୀରର ଉଦ୍ଧାମପୁର ଜିଲ୍ଲା ସେନା କ୍ୟାମ୍ପରେ ପ୍ରିନ୍ସ କୁମାର ନାମକ 25 ବର୍ଷୀୟ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳିଚଳାଇ ଆତ୍ମହତ୍ୟା କରିଛନ୍ତି। ଅଧିକ ପଢନ୍ତୁ...
ଜାମ୍ମୁ କାଶ୍ମୀର ସେନା କ୍ୟାମ୍ପରେ ଜବାନଙ୍କ ଆତ୍ମହତ୍ୟା
ଶ୍ରୀନଗର: ଜମ୍ମୁକାଶ୍ମୀରର ଉଦ୍ଧାମପୁର ଜିଲ୍ଲା ସେନା କ୍ୟାମ୍ପରେ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ପ୍ରିନ୍ସ କୁମାର ନାମକ ଜଣେ 25 ବର୍ଷୀୟ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳିଚଳାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯବାନଙ୍କ ଘର ପଞ୍ଜାବ ହୋସିଆରପୁର ଜିଲ୍ଲାରେ। ଜମ୍ମୁର ଉଦ୍ଧାମପୁର ଜିଲ୍ଲାରେ ଥିବା 112 ଟେରିଟୋରିଆଲ ଆର୍ମିର ଚିନାର କ୍ୟାମ୍ପରେ ଗାର୍ଡ ଭାବେ ନିୟୋଜିତ ଥିଲେ ପ୍ରିନ୍ସ। ତାଙ୍କର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ZCZC
PRI ESPL NAT NRG
.JAMMU DES5
JK-SOLDIER-SUICIDE
Army jawan commits suicide in JK's Udhampur
Jammu, Jan 18 (PTI) An Army jawan committed suicide by shooting himself with his service rifle in a camp in Jammu and Kashmir's Udhampur district, police said on Saturday.
Sepoy Prince Kumar (25), a resident of Hoshiarpur in Punjab, was posted in 112 Territorial Army and was on guard duty when he shot himself at Chinar camp in Rehambal area on Friday, a police official said.
The official said that the motive behind the extreme step was not known immediately.
The body of the deceased would be handed over to his unit after the completion of medical and other legal formalities which were underway, he said. PTI TAS
AAR
01181156
NNNN