ETV Bharat / bharat

ପୁଣି କୋରୋନାରେ ଆଖି ବୁଜିଲେ ଆଉ ଜଣେ କୋରୋନା ଯୋଦ୍ଧା

author img

By

Published : Jul 2, 2020, 4:43 PM IST

କୋଲକାତାର ଇଷ୍ଟର୍ଣ୍ଣ କମାଣ୍ଡରେ ନିୟୋଜିତ ହୋଇଥିବା ଜଣେ ଭାରତୀୟ ଯବାନ ବ୍ରିଗେଡିୟର ଗୁରୁବାର କୋରୋନାରେ ପ୍ରାଣ ହରାଇଥିବା ଇଷ୍ଟର୍ଣ୍ଣ କମାଣ୍ଡର ପ୍ରତିରକ୍ଷା ପିଆରଓ ସୂଚନା ଦେଇଛନ୍ତି ।

_corona
ପୁଣି କୋରୋନାରେ ଆଖି ବୁଜିଲେ ଆଉ ଜଣେ କୋରୋନା ଯୋଦ୍ଧା

କୋଲକାତା: ପୁଣି କୋରୋନାରେ ପ୍ରାଣ ହରାଇଲେ ଆଉ ଜଣେ କୋରୋନା ଯୋଦ୍ଧା । କୋଲକାତାର ଇଷ୍ଟର୍ଣ୍ଣ କମାଣ୍ଡରେ ନିୟୋଜିତ ହୋଇଥିବା ଜଣେ ଭାରତୀୟ ଯବାନ ବ୍ରିଗେଡିୟର ଗୁରୁବାର କୋରୋନାରେ ପ୍ରାଣ ହରାଇଥିବା ଇଷ୍ଟର୍ଣ୍ଣ କମାଣ୍ଡର ପ୍ରତିରକ୍ଷା ପିଆରଓ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସାଧାରଣ ଜନସାଧାରଣଙ୍କ ଠାରୁ ଆରମ୍ଭ କରି କୋରୋନା ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ନିଜ କବଳିତ କରିଛି । ପ୍ରତ୍ୟେକ ଦିନ ବହୁ କୋରୋନା ଯୋଦ୍ଧା ଏହି ମାରାତ୍ମକ ଭାଇରସ ଆକ୍ରାନ୍ତ ହେଉଥିବା ବେଳେ ବହୁ କୋରୋନା ଯୋଦ୍ଧା ପ୍ରାଣ ହରାଉଛନ୍ତି । ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା 604641 ଆକ୍ରାନ୍ତ ଥିବାବେଳେ 17834 ଆକ୍ରାନ୍ତ ଏବେସୁଦ୍ଧା ପ୍ରାଣ ହରାଇଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.