ETV Bharat / bharat

ପୁଣେରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ, 5 ଗିରଫ - 20 କୋଟି ଟଙ୍କାର ଡ୍ରଗ୍ସ ଜବତ

ଗୁରୁବାର ମହାରାଷ୍ଟ୍ର ପୁନେ ସେଲପିମାଲଗାଓଁରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ ସହ 5 ଜଣଙ୍କୁ ଗିରଫ କରିଛି ଆଣ୍ଟି ଡ୍ରଗ ସ୍କ୍ବାର୍ଡ।

ପୁନେରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ
ପୁନେରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ
author img

By

Published : Oct 8, 2020, 10:51 AM IST

ମୁମ୍ବାଇ: ପୁଣେରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ । ଗୁରୁବାର ମହାରାଷ୍ଟ୍ର ପୁନେ ସେଲପିମାଲଗାଓଁରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ ସହ 5 ଜଣଙ୍କୁ ଗିରଫ କରିଛି ଆଣ୍ଟି ଡ୍ରଗ ସ୍କ୍ବାର୍ଡ।

ପୁନେରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ
ପୁନେରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ

ଆଣ୍ଟି ଡ୍ରଗ ସ୍କ୍ବାର୍ଡ ଅନୁଯାୟୀ, ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ 20 କୋଟି ଟଙ୍କା। ତେବେ ଗିରଫ 5 ଅଭିଯୁକ୍ତ ହେଉଛନ୍ତି ଚେତନ ଦାଣ୍ଡଭେଟ, ଆନନ୍ଦଗିରି ଗୋସ୍ବାମୀ, ଅକ୍ଷୟ କାଲେ, ସଞ୍ଜୀବ କୁମାର ରାଉତ ଏବଂ ଟୁସିପ ହାସନ ମହମ୍ମଦ ତସଲିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.