ETV Bharat / bharat

କୁନି ଶିଶୁକୁ ମୁଥ ମାରି ଅଡୁଆରେ ଅଙ୍ଗନବାଡି କର୍ମୀ - ଅଙ୍ଗନବାଡି କର୍ମଚାରୀ

କର୍ଣ୍ଣାଟକର କୋପ୍ପଲ ଜିଲ୍ଲାରେ ଗୁଣ୍ଡୁରା ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଏକ କୁନି ଶିଶୁକୁ ନିୟୋଜିତ ଥିବା ଅଙ୍ଗନବାଡି କର୍ମଚାରୀ ଚାପୁଡା ପରେ ଚାପୁଡା ମାରିଚାଲିଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ଖବର ପଢନ୍ତୁ...

କୁନି ଶିଶୁକୁ ମୁଥ ମାରି ଅଡୁଆରେ ଅଙ୍ଗନବାଡି କର୍ମୀ

author img

By

Published : Feb 10, 2020, 12:08 PM IST

ବେଙ୍ଗାଲୁରୁ: ଶିଶୁଙ୍କ ପାଇଁ ଘର ପରେ ଅନ୍ୟ ଏକ ସୁରକ୍ଷିତ ସ୍ଥାନ ହେଉଛି ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର । ହେଲେ ଏହି ଭିଡିଓ ଦେଖିବା ପରେ ପ୍ରତ୍ୟେକ ଅଭିଭାବକ ଶହେ ଥର ଭାବିବାକୁ ବାଧ୍ୟ ହେବେ ଯେ, ଯଦି ତାଙ୍କ ପିଲା ବିଦ୍ୟାଳୟ କି ଅଙ୍ଗନବାଡି ଯାଇଛି ସେ ସୁରକ୍ଷିତ ଅଛି ତ? କାହିଁକି ନା ଏମିତି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି କର୍ଣ୍ଣାଟକର କୋପ୍ପଲ ଜିଲ୍ଲାରେ ।

କୁନି ଶିଶୁକୁ ମୁଥ ମାରି ଅଡୁଆରେ ଅଙ୍ଗନବାଡି କର୍ମୀ

ଜିଲ୍ଲାର ଗୁଣ୍ଡୁରା ଗାଁରେ ଥିବା ଏ ଅଙ୍ଗନବାଡି କେନ୍ଦ୍ରରେ ଏକ କୁନି ଶିଶୁକୁ ସେଠାରେ ନିୟୋଜିତ ଥିବା ଅଙ୍ଗନବାଡି କର୍ମଚାରୀ ଚାପୁଡା ପରେ ଚାପୁଡା ମାରିଚାଲିଥିଲେ । ଏମିତିକି କୁନି ଶିଶୁଟି ରାହା ଧରି କାନ୍ଦୁଥିଲେ ମଧ୍ୟ କର୍ମୀ ଜଣଙ୍କ ତାକୁ ଭ୍ରୁକ୍ଷେପ ନକରି ମୁଥ ବି ମାରୁଥିଲେ ।

ଅନ୍ୟପଟେ ଏହି ଭିଡିଓଟି ଭାଇରାଲ ହେବା ପରେ ଗାଁ ଲୋକେ ଅଙ୍ଗନବାଡି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Anganwadi helper assault on a little Child: Video viral

Koppala: Anganwadi helper who assault a little child. This incident took place at Gundura village in Karatagi taluk in the koppal district of Karnataka. In the third ward of the village of Gundura, Anganwadi helper Sharanamma abused little child for late coming  to school. The video of a child being beaten is now viral. The locals have expressed outrage at the behavior of the sharanamma. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.