ETV Bharat / bharat

ପୁଣି ଭୂମିକମ୍ପରେ ଥରିଲା ଗୁଜୁରାଟ - ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି

ସୋମବାର ଗୁଜୁରାଟର ରାଜକୋଟରେ ଅପରାହ୍ନ 12.57ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

arthquake
ପଣି ଭୂମିକମ୍ପରେ ଥରିଲା ଗୁଜୁରାଟ
author img

By

Published : Jun 15, 2020, 2:06 PM IST

ଗାନ୍ଧୀନଗର: ପୁଣି ଗୁଜୁରାଟରେ ମୃଦୁ ଭୂମିକମ୍ପ ଅନୁଭୂତ । ସୋମବାର ରାଜକୋଟରେ ଅପରାହ୍ନ 12.57ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

ଏହି ଭୂମିକମ୍ପ ରାଜକୋଟ ଠାରୁ 83 କିଲୋମିଟର ଦୂର ଉତ୍ତର-ପଶ୍ଚିମ ରିଟର ସ୍କେଲ ତୀବ୍ରତା 4.4 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ସୂଚନା ଦେଇଛନ୍ତି ।

ସେହିପରି ଗତ ରବିବାର ମଧ୍ୟ ଗୁଜୁରାଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତୀବ୍ରତା 5.5 ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.