ETV Bharat / bharat

କଳା ଶିକ୍ଷକଙ୍କ ନିଆରା କାରୁକାର୍ଯ୍ୟ, ସୂକ୍ଷ୍ମ ବସ୍ତୁରେ ପ୍ରଭୁ ଗଣେଶଙ୍କ ନିଖୁଣ ଚିତ୍ର

author img

By

Published : Aug 25, 2020, 6:38 AM IST

ଗୁଜୁରାଟ ଭଦୋଦରାର ଜଣେ କଳା ଶିକ୍ଷକ ପ୍ରଜେଶ ଶାହା ଗଣେଶ ଚତୁର୍ଥୀ ଅବସରରେ ଭଗବାନଙ୍କ ପ୍ରତିମୂର୍ତ୍ତି ଗଢିଛନ୍ତି। ଏହି ପ୍ରତିମୂର୍ତ୍ତି ଖଣ୍ଡେ ଚକ୍ ଖଡି, ମ୍ୟାଚଷ୍ଟିକ ଓ ଖେଳଣା ମାର୍ବଲ ବା ଗୁଲି ଉପରେ ସେ ପ୍ରଭୁଙ୍କ ଚିତ୍ର ନିର୍ମାଣ କରିଛନ୍ତି।

କଳା ଶିକ୍ଷକଙ୍କ ନିଆରା କାରୁକାର୍ଯ୍ୟ, ସୂକ୍ଷ୍ମ ବସ୍ତୁରେ ପ୍ରଭୁ ଗଣେଶଙ୍କ ନିଖୁଣ ଚିତ୍ର
କଳା ଶିକ୍ଷକଙ୍କ ନିଆରା କାରୁକାର୍ଯ୍ୟ, ସୂକ୍ଷ୍ମ ବସ୍ତୁରେ ପ୍ରଭୁ ଗଣେଶଙ୍କ ନିଖୁଣ ଚିତ୍ର

ଅହମ୍ମଦାବାଦ୍: ଧରାପୃଷ୍ଠରେ ବିରାଜମାନ କରିଛନ୍ତି ଗଜାନନ। ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାରେ ବାପ୍ପାଙ୍କ ଚାଲିଛି ପୂଜା ଅର୍ଚ୍ଚନା। ତେବେ ମୂର୍ତ୍ତି ଗଢା କାର୍ଯ୍ୟ ପ୍ରାୟତଃ ଅନେକ ସ୍ଥାନରେ ଶେଷ ହୋଇଥିବା ବେଳେ କୋଭିଡ୍ କଟକଣା ପାଇଁ ଏଥରର ପୂଜା ଫିକା ପଡିଯାଇଛି।

ଏହି ସମୟରେ ଗୁଜୁରାଟ ଭଦୋଦରାର ଜଣେ କଳା ଶିକ୍ଷକ ପ୍ରଜେଶ ଶାହା ଗଣେଶ ଚତୁର୍ଥୀ ଅବସରରେ ଭଗବାନଙ୍କ ପ୍ରତିମୂର୍ତ୍ତି ଗଢିଛନ୍ତି। ଏହି ପ୍ରତିମୂର୍ତ୍ତି ଖଣ୍ଡେ ଚକ୍ ଖଡି, ମ୍ୟାଚଷ୍ଟିକ ଓ ଖେଳଣା ମାର୍ବଲ ବା ଗୁଲି ଉପରେ ସେ ପ୍ରଭୁଙ୍କ ଚିତ୍ର ନିର୍ମାଣ କରିଛନ୍ତି।

  • Gujarat: An art teacher from Vadodara, Prajesh Shah has made images of lord Ganesh on a piece of chalk, a matchstick & a toy marble, on the #GaneshChaturthi. He says, "I attempted to carve & paint with such clarity that you don't need a magnifying glass to see the images." pic.twitter.com/oIdJqzWAdF

    — ANI (@ANI) August 24, 2020 " class="align-text-top noRightClick twitterSection" data=" ">

'' ମୁଁ ଏପରି ସ୍ପଷ୍ଟତା ସହିତ ଖୋଦନ ଏବଂ ରଙ୍ଗ କରିବାକୁ ଚେଷ୍ଟା କଲି ଯେ ଚିତ୍ର ଦେଖିବା ପାଇଁ ଆପଣଙ୍କୁ ଏକ ମ୍ୟାଗ୍ନିଫାଇଂ ଗ୍ଲାସର ଆବଶ୍ୟକତା ପଡିବ ନାହିଁ '' ବୋଲି ଏହି କ୍ଷୁଦ୍ର କଳାକାର ଜଣକ କହିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ଅନ୍ୟ ଜଣେ କ୍ଷୁଦ୍ର କଳାକାର ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଖଣ୍ଡେ ଚକ୍ ଖଡିରେ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ। କଳାକାରଙ୍କ ଏହି ନିଆରା ପ୍ରଚେଷ୍ଠା ବାସ୍ତବରେ ପ୍ରଶଂସା ଯୋଗ୍ୟ।

ଦେଶରେ ବିଭିନ୍ନ ସ୍ଥାନରେ ଅନେକ ପ୍ରତିଭା ରହିଛନ୍ତି। ଯେଉଁମାନେ ବଣ ମଲ୍ଲି ପରି ବଣରେ ଝଡି ଯାଉଥିବା ବେଳେ ସୁଗନ୍ଧ ଲୋକାଲୋଚନକୁ ଆସିପାରୁ ନାହିଁ। ତେବେ ଏହି ସମସ୍ତ ପ୍ରତିଭାବକୁ ଆଗକୁ ନେବା ପାଇ ସରକାରଙ୍କ ସହଯୋଗ ଆବଶ୍ୟକ। ଯାହା ଆଗାମୀ ପିଢିଙ୍କୁ ଅନେକ ମାତ୍ରାରେ ସହାୟ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.